ଠିକା ପ୍ରସ୍ତାବ

ଠିକା ପ୍ରସ୍ତାବ
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଅନ୍ତିମ ତାରିଖ ଫାଇଲ
ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର କାର୍ଯ୍ୟାଳୟ ପାଇଁ ମାସିକ ଭଡା ହିସାବରେ ଗାଡି ଲଗେଇବା ପାଇଁ ମୁଦଦିଆ ଠିକାକାମ ଆବେଦନ ପାଇଁ ବିଜ୍ଞାପ୍ତି । (୮୧୫ କେବି) 11/06/2019 20/06/2019 ଡାଉନଲୋଡ୍ (815 KB)
ବିଜ୍ଞାପନ ସଂଖ୍ୟା ୯୪୧ ତା. ୦୭.୦୬.୨୦୧୯ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଅଙ୍ଗବାଡି କେନ୍ଦ୍ର ମାନଙ୍କୁ ଏଫସିଆଇ ଗୋଦାମ ରୁ ଖାଦ୍ୟ ସାମଗ୍ରୀ ୨୦୧୯-୨୦ ବର୍ଷ ପାଇଁ ପରିବହନ କାବା ପାଇଁ ଡ଼ିଏସଡବ୍ଲୁଓ ବଲାଙ୍ଗିରଙ୍କ ମୁଦଦିଆ ଠିକାକାମ ଆବେଦନ ପାଇଁ ବିଜ୍ଞାପ୍ତି । (୨ ଏମବି) 10/06/2019 20/06/2019 ଡାଉନଲୋଡ୍ (2 MB)
ବିଜ୍ଞାପନ ସଂଖ୍ୟା ୨୧୫୦ ତା. ୦୬.୦୬.୨୦୧୯ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଟାନ ଠାରେ ଜୈବିକ ଚିକିତ୍ସାଗତ ଆବର୍ଜନା ପରିଚାଳନାବର୍ଗ କରିବା ପାଇଁ ସିଡ଼ିଏମ ଓ ପିଏଚଓ-କମ-ଡ଼ିଏମଡ଼ି, ବଲାଙ୍ଗିରଙ୍କ ମୁଦଦିଆ ଠିକାକାମ ଆବେଦନ ପାଇଁ ବିଜ୍ଞାପ୍ତି । (୩ ଏମବି) 07/06/2019 21/06/2019 ଡାଉନଲୋଡ୍ (3 MB)
ବିଜ୍ଞାପନ ସଂଖ୍ୟା ୧୫୯୯ ତା. ୦୧.୦୬.୨୦୧୯ ଆଇଏସଓ ମାନକ ବାଇ-ସାଇକଲ, କାର୍ଯ୍ୟରତ ହାତଯନ୍ତ୍ର ଓ ନିରାପତ୍ତା ସାଜସଜ୍ଜା ଯୋଗେଇଦେବା ପାଇଁ ମୁଦଦିଆ ଠିକାକାମ ଆବେଦନ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ବଲାଙ୍ଗିରଙ୍କ ବିଜ୍ଞାପ୍ତି । (୯୮୨ କେବି) 07/06/2019 20/06/2019 ଡାଉନଲୋଡ୍ (982 KB) Corrigendum (100 KB)
ବିଜ୍ଞାପନ ସଂଖ୍ୟା ୫୬୭ ତା. ୨୯.୦୫.୨୦୧୯ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ବଲାଙ୍ଗିରଙ୍କ କାର୍ଯ୍ୟାଳୟ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଓ ପିଅନ-ସହ-ରାତ୍ରି ଜଗୁଆଳି ମାନଙ୍କ ସେବା ଯୋଗେଇଦେବା ପାଇଁ ମୁଦଦିଆ ଠିକାକାମ ଆବେଦନ ପାଇଁ ବିଜ୍ଞାପ୍ତି । (୮ଏମବି) 31/05/2019 17/06/2019 ଡାଉନଲୋଡ୍ (8 MB)
ସଂରକ୍ଷଣ କର