ସ୍ୱାସ୍ଥ୍ୟ
ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା
ଉପକ୍ରମ:-
ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ଏକ ମୁଖ୍ୟ ବାଣିଜ୍ୟକେନ୍ଦ୍ରିକ ସହର । ରୂଚିସମ୍ପନ୍ନ ମନ୍ଦିର ଗୁଡିକ ସହିତ ଗର୍ଦ୍ଧମାର୍ଦ୍ଦନ ପାହାଡ ଏହି ଜିଲ୍ଲାରେ ଅନ୍ତର୍ଗତ ଅଟେ । ଏହି ପାହାଡ ଉପରେ ହରିଶଙ୍କର ନାମକ ଏକ ଅତିସୁନ୍ଦର ବଣଭୋଜି କରିବାର ସ୍ଥାନ ଅବସ୍ଥିତ । ଅନେକଗୁଡିଏ ଅଦ୍ୱିତୀୟ କିର୍ତୀ ସହିତ ବହିଯାଉଥିବା ଝରଣାଗୁଡିକର କୁଳୁକୁଳୁ ନାଦ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ବଲାଙ୍ଗିର ଜିଲ୍ଲା ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦର୍ଶନୀୟ ସ୍ଥାନ ଯଥା – ହରିଶଙ୍କର, ପାପକ୍ଷୟ ଘାଟ, ନବଗ୍ରହ କୁଣ୍ଡ, ତୁରେକେଲା, ଯୋଗିସର୍ଡା ଏବଂ ରାଣିପୁର ଝରିଏଲ ପାଇଁ ଗର୍ବିତ ଅଟେ/ ସମ୍ମାନର ଅଧିକାରୀ ଅଟେ ।
ବଲାଙ୍ଗିର ଜିଲ୍ଲା ବିଷୟରେ ସାଧାରଣ ତଥ୍ୟ
କ୍ରମିକ ନଂ | ବିବରଣୀ | ସଙ୍ଖ୍ୟାନୁଯାୟୀ |
---|---|---|
1 | କ୍ଷେତ୍ରଫଳ | ୬୫୭୮ ବର୍ଗ କିଲୋମିଟର |
2 | ମୋଟ ଜନସଂଖ୍ୟା | ୧୬୪୮୫୭୬ |
ପୁରୁଷ | ୮୩୧୩୪୯ | |
ମହିଳା | ୮୧୭୨୨୫ | |
3 | ଶିଶୁସଂଖ୍ୟା | |
୦-୧ ବର୍ଷର ଶିଶୁ | ୩୪୧୫୧ | |
୧-୬ ବର୍ଷର ଶିଶୁ | ୧୭୨୮୧୩ | |
ପୁରୁଷ | ୧୦୬୦୯୦ | |
ମହିଳା | ୧୦୦୮୭୪ | |
4 | ଗ୍ରାମ ସଂଖ୍ୟା | ୧୭୯୨ |
5 | ବ୍ଲକ ସଂଖ୍ୟା | ୧୪ |
6 | ଗ୍ରାମ | ୨୮୫ |
7 | ଜନସଂଖ୍ୟାର ଘନତ୍ୱ | ୨୫୧ |
8 | ଲିଙ୍ଗହାର | ୯୮୩/୧୦୦୦ |
9 | ମୋଟ ଶିକ୍ଷିତ ହାର | ୬୫.୫୦% |
ପୁରୁଷ ଶିକ୍ଷିତ ହାର | ୭୭.୦୮% | |
ମହିଳା ଶିକ୍ଷିତ ହାର | ୫୩.୭୭% | |
10 | ପ୍ରାକୃତିକ ବର୍ଦ୍ଧିତ ହାର | ୧୦.୬ |
11 | ଅଶୋଧିତ ଜନ୍ମହାର | ୨୧.୧ |
12 | ଅଶୋଧିତ ମୃତ୍ୟୁ ହାର | ୧୦.୫ |
13 | ମାତୃ ମୃତ୍ୟୁ ହାର | ୧୯୮/୧୦୦୦୦ |
14 | ଶିଶୁ ମୃତ୍ୟୁ ହାର | ୪୫/୧୦୦୦ |
15 | ଦମ୍ପତି ସୁରକ୍ଷା ହାର | ୪୮ |
16 | ଯୋଗ୍ୟ ଦମ୍ପତି ସଂଖ୍ୟା | ୩୦୪୯୭୮ |
17 | ଟି.ଏଫ.ଆର | ୨.୪ |
କ୍ରମିକ ନଂ | ସ୍ୱାସ୍ଥ୍ୟ ଭିର୍ତି ସଂରଚନା | ସଂଖ୍ୟା |
---|---|---|
1 | ଜିଲ୍ଲା ଚିକିତ୍ସାଳୟ ସଂଖ୍ୟା | ୧ |
2 | ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସଂଖ୍ୟା | ୨ |
3 | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା | ୧୫ |
4 | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ସହିତ | ୧୫ |
5 | ଓଚଐଝ କୁ ପାହ୍ୟା ବୃଦ୍ଧି ପାଇଁ ବଛାହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର | ୧୫ |
6 | ବିଶେଷଜ୍ଞ ଥିବା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର | ୧୫ |
7 | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ସର୍ବେଷଣ ସୁବିଧା | ୮ |
8 | ଘୋଷିତ ହୋଇଥିବା ସଂଖ୍ୟା | ୫ |
9 | କାର୍ଯ୍ୟରତ ସଂଖ୍ୟା | ୩ |
10 | ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସଂଖ୍ୟା (ଆଂଚଳିକ ସ୍ତରରେ) | ୪୨ |
11 | ତିନୋଟି ନର୍ସ କର୍ମଚାରୀ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର | ୦ |
12 | ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର | ୦ |
13 | ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର | ୧୦ |
14 | ହାତକୁ ନେଇଥିବା ସଂସ୍ଥା ସଂଖ୍ୟା | ୮ |
15 | ମୋବାଇଲ ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥା | ୨୮ |
16 | ଔଝଣ ଦ୍ୱାରା ଅଧିସ୍ୱିକୃତି ପାଇଥିବା ବେସରକାରୀ ଚିକିତ୍ସାଳୟ | ୨ |
17 | ଶବ ବ୍ୟବଚ୍ଛେଦ କେନ୍ଦ୍ର ସଂଖ୍ୟା | ୪ |
18 | ଉପକେନ୍ଦ୍ର ସ୍ତରୀୟ କେନ୍ଦ୍ର ସଂଖ୍ୟା | ୨୩୬ |
19 | ଟୀକାକରଣ କେନ୍ଦ୍ର ସଂଖ୍ୟା | ୮୫୪ |
20 | ଅନ୍ୟାନ୍ୟ ଚିକିତ୍ସାଳୟ ସଂଖ୍ୟା | ୨ |
21 | ଅଂଚଳ ସଂଖ୍ୟା | ୫୦ |
22 | ସରକାରୀ ଗୃହ ଥିବା ଉପକେନ୍ଦ୍ର ସଂଖ୍ୟା | ୮୬ |
23 | ଇଘଗ ପ୍ରଶିକ୍ଷଣ ବିଦ୍ୟାଳୟ | ୧ |
24 | ଜିଲ୍ଲା ତାଲିମ କେନ୍ଦ୍ର ସଂଖ୍ୟା | ୧ |
25 | ଆୟୁର୍ବେଦିକ ଚିକିତ୍ସାଳୟ ସଂଖ୍ୟା | ୧ |
26 | ହୋମିଓପାଥିକ ଚିକିତ୍ସାଳୟ ସଂଖ୍ୟା | ୦ |
27 | ଜିଲ୍ଲାର ମୋଟ ଆଶା ସଂଖ୍ୟା | ୧୩୫୬ |
ଜିଲ୍ଲା ବିଷୟରେ
- କ୍ଷେତ୍ର : ୬୫୬୮ବର୍ଗ କି.ମି
- ମୁଖ୍ୟାଳୟ : ବଲାଙ୍ଗିର
- ଉପଖଣ୍ଡ ସ୍ତର : ୩
- ବ୍ଳକ : ୧୪
- ପୌରସଂସ୍ଥା : ୨
- ବିଜ୍ଞାପିତ ଅଂଚଳ ପରିଷଦ : ୩
- ତାଲୁକା ସଂଖ୍ୟା : ୧୪
- ଚିକିତ୍ସାଳୟର ଶଯ୍ୟା ସଂଖ୍ୟା :୫୭୧
- ଜଙ୍ଗଲ : ୧୫୪୩.୮୫ ବଗ କି.ମି
- ବିଧାନସଭା : ୫
- ଗ୍ରାମ : ୧୭୯୨
- ଗ୍ରାମପଂଚାୟତ : ୨୮୫
- ସହର : ୪
- ଉତାପ : ୪୬.୧ (ସର୍ବାଧିକ), ୩.୧ (ସର୍ବନିମ୍ନ)
- ବର୍ଷା : ୧୩୧୫.୬ ମି.ମି
- ମୋଟ ମେଡିକାଲ କେନ୍ଦ୍ର : ୬୨
ଉଚ୍ଚାଧିକାରୀଙ୍କ ଠିକଣା
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ
ମାର୍ଫତ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିର, ପୋ./ଜିଲ୍ଲା – ବଲାଙ୍ଗିର
ପିନ୍ – ୭୬୭୦୦୧, ଫୋନ – ୦୬୬୫୨-୨୩୨୨୪୩
ଇମେଲ – dsubolangir[at]gmail.com