ବନ୍ଦ କରନ୍ତୁ

ବଲାଙ୍ଗିର ପୋଲିସ୍

ବଲାଙ୍ଗିର ଜିଲ୍ଲା ପୋଲିସ୍

ବଲାଙ୍ଗିର ଜିଲ୍ଲା ୬,୫୭୪ ବର୍ଗ କି.ମି. ମଧ୍ୟରେ ପରିସିମିତ ଓ ୨୦୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୧୬,୪୮,୯୯୭ ଅଟେ । ଏହି ଜିଲ୍ଲା କେ.ବି.କେ. ଅଞ୍ଚଳରେ ଅନ୍ତର୍ଭୁକ୍ତ ଏବଂ ଏହା ଏକ ଅନୁନ୍ନତ ଜିଲ୍ଲା ଅଟେ । ବଲାଙ୍ଗିର ଜିଲ୍ଲା ପଶ୍ଚିମ ଓଡିଶାର ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଅଟେ । ଏହି ଜିଲ୍ଲା ଅନ୍ୟ ଅପେକ୍ଷାରେ ଅନ୍ତର୍ନିର୍ମାଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ସେବା ପାଇବାର ଅଭାବ ରହିଆସୁଛି ଓ ସର୍ବଦା ସରକାରଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରି ଆସୁଅଛି | ବଲାଙ୍ଗିରର ଇତିହାସ ଅନୁଯାଇ ଏହି ସହରଟି ୧୬୦୦ ଶତାଦ୍ଧୀ ର ରାଜା ନରସିହଂ ଦେଓ ପରିରଚନା କରିଥିଲେ । ରାଜା ନରସିହଂ ଦେଓ, ବଲରାମ ଦେଓଙ୍କ ଭାଇ ଥିଲେ ଯିଏ କି ପାଟଣା ରାଜ୍ୟର ୧୨ତମ ରାଜା ଥିଲେ। । କିଛି ଲୋକଙ୍କ କହିବା ଆନୁଯାଇ ଏହି ସହର ଟି ବଲରାମ ଦେଓ ଙ୍କ ନାମ ଅନୁସାରେ ବଳରାମଗଡ ବୋଲି ନାମିତ ହୋଇଥିଲା, ଯାହାକି ବର୍ତ୍ତମାନ ବଲାଙ୍ଗିର ବୋଲି କୁହାଯାଉ ଅଛି କିନ୍ତୁ ଏହାର କୌଣସି ଲିଖିତ ପ୍ରମାଣ ନାହିଁ ।

ବଲାଙ୍ଗିର ଜିଲ୍ଲା ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେତେବେଳେ  ଏହି ଜିଲ୍ଲା ରେ ୬ ଟି ଥାନା ଥିଲା । ପରବର୍ତ୍ତୀ ସମୟରେ  ୧୩ ଟି ଥାନା ହେଲା ଏବଂ ଫାଣ୍ଡି ଗୁଡିକ ଉନ୍ନିତ କରି ସର୍ବମୋଟ୍ ୧୯ ଟି ଥାନା ହେଲା । ଗତ ୦୧-୦୪-୧୯୯୩ ରେ ବଲାଙ୍ଗିର ଜିଲ୍ଲାରୁ କିଛି ଅଶଂ ନେଇ ସୁବର୍ଣ୍ଣପୂର ଜିଲ୍ଲା ଗଠନ ହେଲା, ୬ ଟି ଥାନା ସୁବର୍ଣ୍ଣପୂର ଜିଲ୍ଲା ଅଧିନ ରେ ରହିଲା । ଅଫିସ୍ ଅଡର  ନଂ-୨୨୦୧/ଏଫ୍,  ତା. ୨୨-୦୫-୨୦୦୮ ସର୍କଲ୍  ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ପାଟଣାଗଡ ଓ ସର୍କଲ୍  ଇନ୍ସପେକ୍ଟର୍ ବା ମଣ୍ଡଲ ନିରୀକ୍ଷକ, ସଦର ପଦବୀ ଦ୍ୱୟ ଉନ୍ନୀତ ହୋଇ ଏସ.ଡି.ପି.ଓ., ପାଟଣାଗଡ ଓ ଏସ.ଡି.ପି.ଓ., ସଦର ପାହ୍ୟାବୃଦ୍ଧି କରାହେଲା ଏବଂ ସି.ଆଇ.,  ବଙ୍ଗୋମୁଣ୍ଡା  ପଦଉଛେଦ କରାହେଲା ଓ ଗତ ତା. ୧୬-୧୨-୧୯୮୨ ଠାରୁ ଏସ.ଡି.ପି.ଓ., ଟିଟିଲାଗଡ,  ଜି. ଓ. ନଂ. ୪୮୪୫୭/ପି. ତା. ୧୯-୦୭-୧୯୮୨ ଅନୁଯାଇ  ଗତ ତା. ୧୬-୧୨-୧୯୮୨ ଠାରୁ  କାର୍ଯ୍ୟ କରି ଆସୁଅଛି । ଏହି ଜିଲ୍ଲା  ବରଗଡ, ନୁଆପଡା, କଳାହାଣ୍ଡି, ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲା ମାନଙ୍କର ସହ ସିମା ନିର୍ଧାରଣ କରି ଆସୁଅଛି । ପ୍ରାପ୍ତ ତଥ୍ୟ ଅନୁସାରେ  ଶ୍ରୀ ଶ୍ରୀପତି  ନନ୍ଦ, ଆଇ.ପି  ବଲାଙ୍ଗିର ଜିଲ୍ଲା ରା ପ୍ରଥମ ପୋଲିସ୍ ଆରକ୍ଷୀ ଅଧିକ୍ଷକ ଥିଲେ  ଯିଏ କି  ଗତ ୦୧-୦୧-୧୯୪୮ ରୁ ୧୪-୦୬-୧୯୪୮ ପର୍ଯନ୍ତ  କାର୍ଯ୍ୟ  ସମ୍ପାଦନା କରିଥିଲେ  ତାଙ୍କ ପରେ  ଏମ. ଡି. ସୟଦ,  ଆଇ.ପି.ଏସ. କ ୧୫-୦୬-୧୯୪୮ ରୁ ୩-୦୪-୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ପଦ ଧାରଣ ସାରଣୀ ବଲାଙ୍ଗିର ପୋଲିସ୍ ଅଧିକ୍ଷକ
କ୍ର. ନଂ. ପୋଲିସ୍ ଆରକ୍ଷୀ ଅଧିକ୍ଷକ ନାମ ଠାରୁ ପର୍ଯ୍ୟନ୍ତ
ଶ୍ରୀ ଶ୍ରୀପତୀ ନନ୍ଦ, ଭା. ପୁ.ସେ. ୦୧.୦୧.୧୯୪୮ ୧୪.୦୬.୧୯୪୮
ଶ୍ରୀ ଏମଡି. ସାୟଦ, ଭା. ପୁ. ସେ. ୧୫.୦୬.୧୯୪୮ ୦୩.୦୪.୧୯୪୯
ଶ୍ରୀ ଜି. ଏନ. ମହାନ୍ତି,  ଭା. ପୁ. ସେ. ୦୪.୦୪.୧୯୪୯ ୧୯.୧୦.୧୯୫୦
ଶ୍ରୀ ଜି. ସି. ରାଏ,  ଓ. ପୁ. ସେ. ୨୦.୧୦.୧୯୫୦ ୦୩.୦୯.୧୯୫୧
ଶ୍ରୀ ୱାଇ. ଦତ୍ତ, ଭା. ପୁ. ସେ. ୦୩.୦୯.୧୯୫୧ ୧୬.୦୫.୧୯୫୩
ଶ୍ରୀ ଏସ. ବାହାଦୁର,  ଭା. ପୁ. ସେ. ୧୬.୦୫.୧୯୫୩ ୨୩.୦୮.୧୯୫୪
ଶ୍ରୀ ଜି. ଦାଶ,  ଭା. ପୁ. ସେ. ୨୩.୦୮.୧୯୫୪ ୦୧.୦୪.୧୯୫୫
ଶ୍ରୀ ଏସ. ବାହାଦୁର, ଭା. ପୁ. ସେ. ୦୧.୦୪.୧୯୫୫ ୧୪.୦୯.୧୯୫୫
ଶ୍ରୀ ଡି. କେ. ମହାପାତ୍ର, ଭା. ପୁ. ସେ. ୧୪.୦୯.୧୯୫୫ ୨୮.୦୫.୧୯୫୭
୧୦ ଶ୍ରୀ ଏସ. ଏସ. ପାଢୀ, ଭା. ପୁ. ସେ. ୨୮.୦୫.୧୯୫୭ ୦୭.୧୦.୧୯୫୭
୧୧ ଶ୍ରୀ ଜି. ମିଶ୍ର, ଭା. ପୁ. ସେ. ୦୮.୧୦.୧୯୫୭ ୦୧.୧୨.୧୯୫୯
୧୨ ଶ୍ରୀ ଜି. ସି. ଦାଶ, ଭା. ପୁ. ସେ. ୨୯.୧୨.୧୯୫୯ ୦୩.୦୯.୧୯୬୧
୧୩ ଶ୍ରୀ ଏସ. ଏ. ମାଜିଦ, ଭା. ପୁ. ସେ. ୦୭.୧୯.୧୯୬୧ ୦୩.୦୧.୧୯୬୩
୧୪ ଶ୍ରୀ ଆର. ସେହଗଲ, ଭା. ପୁ. ସେ. ୦୩.୦୧.୧୯୬୩ ୧୪.୦୫.୧୯୬୪
୧୫ ଶ୍ରୀ ଏସ. ଏନ. ମିଶ୍ର, ଭା. ପୁ. ସେ. ୨୫.୦୫.୧୯୬୪ ୧୦.୦୫.୧୯୬୭
୧୬ ଶ୍ରୀ କେ. କେ. ମିତ୍ରା, ଭା. ପୁ. ସେ. ୧୦.୦୫.୧୯୬୭ ୦୭.୦୨.୧୯୬୯
୧୭ ଶ୍ରୀ ଏମ. ଏଫ. ରଶୁଲ, ଭା. ପୁ. ସେ. ୦୭.୦୨.୧୯୬୯ ୧୧.୧୦.୧୯୬୯
୧୮ ଶ୍ରୀ ଏସ. ବି. ଜୈନ, ଭା. ପୁ. ସେ. ୧୨.୧୦.୧୯୬୯ ୦୭.୦୨.୧୯୭୦
୧୯ ଶ୍ରୀ ଡି. ପି. ଏସ. ଚୌହାନ, ଭା. ପୁ. ସେ. ୧୦.୧୦.୧୯୭୦ ୨୩.୦୧.୧୯୭୩
୨୦ ଶ୍ରୀ ଏସ. ମିଶ୍ର, ଭା. ପୁ. ସେ. ୦୭.୦୨.୧୯୭୩ ୨୮.୧୨.୧୯୭୩
୨୧ ଶ୍ରୀ କେ. ଡି. ବାଜପାୟୀ, ଭା. ପୁ. ସେ. ୨୮.୧୨.୧୯୭୩ ୧୦.୦୨.୧୯୭୩
୨୨ ଶ୍ରୀ ଏସ. କେ. ଚଟର୍ଜୀ, ଭା. ପୁ. ସେ. ୧୧.୦୨.୧୯୭୩ ୧୦.୦୩.୧୯୭୬
୨୩ ଶ୍ରୀ ଆର. କେ. ଦାଶ, ଭା. ପୁ. ସେ. ୧୦.୦୩.୧୯୭୬ ୧୭.୦୮.୧୯୭୭
୨୪ ଶ୍ରୀ କେ. ସି. ମହାପାତ୍ର , ଭା. ପୁ. ସେ. ୧୨.୦୯.୧୯୭୭ ୧୨.୦୪.୧୯୭୯
୨୫ ଶ୍ରୀ ପି. ଆର. ମହାନ୍ତି, ଭା. ପୁ. ସେ. ୧୨.୦୪.୧୯୭୯ ୦୫.୦୯.୧୯୭୯
୨୬ ଶ୍ରୀ ଜି. ସି. ନନ୍ଦ, ଭା. ପୁ. ସେ. ୧୫.୦୯.୧୯୭୯ ୦୧.୦୭.୧୯୮୨
୨୭ ଶ୍ରୀ ଏମ. ଏମ. ପ୍ରହରାଜ, ଭା. ପୁ. ସେ. ୦୧.୦୭.୧୯୮୨ ୦୯.୦୭.୧୯୮୪
୨୮ ଶ୍ରୀ ଜେ. ପି. ବର୍ମା, ଭା. ପୁ. ସେ. ୦୯.୦୭.୧୯୮୪ ୦୨.୦୫.୧୯୮୫
୨୯ ଶ୍ରୀ ବି. ସି. ଆଚାର୍ଯ୍ୟ, ଭା. ପୁ. ସେ. ୦୨.୦୫.୧୯୮୫ ୧୪.୧୨.୧୯୮୬
୩୦ ଶ୍ରୀ ସଞ୍ଜୀବ ମଲିକ, ଭା. ପୁ. ସେ. ୧୪.୧୨.୧୯୮୬ ୦୮.୧୨.୧୯୮୯
୩୧ ଶ୍ରୀ ବି. ଏନ. ହୋତା, ଭା. ପୁ. ସେ. ୦୮.୧୨.୧୯୮୯ ୩୧.୦୭.୧୯୯୧
୩୨ ଶ୍ରୀ ଆର. ଫି. ସିଂ, ଭା. ପୁ. ସେ. ୧୨.୦୮.୧୯୯୧ ୨୦.୧୦.୧୯୯୩
୩୩ ଶ୍ରୀ ଏସ. ପାନୱାର, ଭା. ପୁ. ସେ. ୦୫.୧୧.୧୯୯୩ ୩୦.୦୬.୧୯୯୪
୩୪ ଶ୍ରୀ ଏସ. ରାଏ, ଭା. ପୁ. ସେ. ୧୧.୦୭.୧୯୯୪ ୨୬.୦୭.୧୯୯୫
୩୫ ଶ୍ରୀ ବି. ଡି. ରାଉତ, ଭା. ପୁ. ସେ. ୨୬.୦୭.୧୯୯୫ ୦୨.୦୮.୧୯୯୫
୩୬ ଶ୍ରୀ ବି. ଏନ. ଝା, ଭା. ପୁ. ସେ. ୦୨.୦୮.୧୯୯୫ ୩୦.୦୮.୧୯୯୬
୩୭ ଶ୍ରୀ ବି. ବି. ଖଟୁଆ, ଭା. ପୁ. ସେ. ୩୦.୦୮.୧୯୯୬ ୨୮.୦୮.୧୯୯୭
୩୮ ଶ୍ରୀ ଏମ. କେ. ଛାବ୍ରା, ଭା. ପୁ. ସେ. ୩୧.୦୮.୧୯୯୭ ୨୬.୦୮.୧୯୯୮
୩୯ ଶ୍ରୀ ବି. ପି. ମହାପାତ୍ର, ଭା. ପୁ. ସେ. ୨୬.୦୮.୧୯୯୮ ୨୪.୦୫.୧୯୯୯
୪୦ ଶ୍ରୀ ଆର. ଏନ. ପାଢି, ଭା. ପୁ. ସେ. ୨୪.୦୫.୧୯୯୯ ୦୨.୦୫.୨୦୦୧
୪୧ ଶ୍ରୀ ଆର. କେ. ଶର୍ମା, ଭା. ପୁ. ସେ. ୦୭.୦୫.୨୦୦୧ ୨୨.୦୫.୨୦୦୨
୪୨ ଶ୍ରୀ ଏସ. କେ. ଉପାଧ୍ଦ୍ୟ, ଭା. ପୁ. ସେ. ୨୨.୦୫.୨୦୦୨ ୦୩.୦୨.୨୦୦୩
୪୩ ଡ. (ଶ୍ରୀମତି) ଏସ. ବାଲା, ଭା. ପୁ. ସେ. ୦୩.୦୨.୨୦୦୩ ୦୬.୦୨.୨୦୦୪
୪୪ ଶ୍ରୀ ଏସ. କେ. ସିଂ, ଭା. ପୁ. ସେ. ୧୬.୦୨.୨୦୦୪ ୨୦.୧୦.୨୦୦୪
୪୫ ଶ୍ରୀ ପ୍ରତିକ ମହାନ୍ତି, ଭା. ପୁ. ସେ. ୨୨.୧୦.୨୦୦୪ ୨୦.୦୮.୨୦୦୫
୪୬ ଶ୍ରୀ ନରସିଂ ଭୋଲ, ଭା. ପୁ. ସେ. ୩୧.୦୮.୨୦୦୫ ୧୪.୦୫.୨୦୦୭
୪୭ ଶ୍ରୀ ଏଚ. କେ. ଲାଲ, ଭା. ପୁ. ସେ. ୧୪.୦୫.୨୦୦୭ ୨୩.୦୪.୨୦୦୮
୪୮ ଶ୍ରୀମତି ଏସ. ସିଆନି, ଭା. ପୁ. ସେ. ୨୩.୦୪.୨୦୦୮ ୨୩.୦୨.୨୦୦୯
୪୯ ଶ୍ରୀ ସଞ୍ଜୀବ ଅରୋରା, ଭା. ପୁ. ସେ. ୦୨.୦୩.୨୦୦୯ ୧୦.୦୬.୨୦୦୯
୫୦ ଶ୍ରୀ ପି. ଏସ. ରାନପିସ, ଭା. ପୁ. ସେ. ୧୦.୦୬.୨୦୦୯ ୨୫.୧୨.୨୦୦୯
୫୧ ଶ୍ରୀ ଏ. କେ. ସଡଙ୍ଗି, ଓ. ପୁ. ସେ. (ଆଇ) ୨୯.୧୨.୨୦୦୯ ୦୨.୦୬.୨୦୧୧
୫୨ ଶ୍ରୀ ଅଭିନାଶ କୁମାର, ଭା. ପୁ. ସେ. ୦୨.୦୬.୨୦୧୧ ୧୫.୧୨.୨୦୧୧
୫୩ ଶ୍ରୀ ଆର. ପ୍ରକାଶ, ଭା. ପୁ. ସେ. ୧୫.୧୨.୨୦୧୧ ୦୬.୦୯.୨୦୧୪
୫୪ ଡ. ତିପକ କୁମାର, ଭା. ପୁ. ସେ. ୦୭.୦୯.୨୦୧୪ ୧୭.୦୬.୨୦୧୬
୫୫ ଶ୍ରୀ ଏ. କେ. ସିଂ, ଭା. ପୁ. ସେ. ୧୭.୦୬.୨୦୧୬ ୩୦.୦୬.୨୦୧୭
୫୬ ଶ୍ରୀ କେ. ଶିବା. ସୁବ୍ରମଣୀ , ଭା. ପୁ. ସେ. ୩୦.୦୬.୨୦୧୭ ୨୭.୧୨.୨୦୨୦
୫୭ ଶ୍ରୀ କୁଶଲକର ନିତିନ ଡ଼ଗୁଡୁ , ଭା. ପୁ. ସେ. ୨୭.୧୨.୨୦୨୦ ୨୪.୦୫.୨୦୨୩
୫୮ ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଭା. ପୁ. ସେ. ୨୪.୦୫.୨୦୨୩ ବର୍ତମାନ ପର୍ଯ୍ୟନ୍ତ

ବଲାଙ୍ଗିର ପୋଲିସ୍ ର ମୁଖ୍ୟ ଉଦ୍ଦେଶ୍ୟ:-

  • ଲୋକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
  • ଆଇନ ଶୃଙ୍ଖଳା ବଜାଇ ରଖିବା ।
  • ଅପରାଧ ଏବଂ ଅପରାଧୀ କୁ ସନ୍ଧାନ କରିବା ।
  • ଦେଶ ର ଆଇନ କୁ ସୁରକ୍ଷା ଦେବା ।
  • ଐତିହାସିକ କିର୍ତ୍ତିରାଜୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା  ।
  • ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରିବା ।
  • ପଦଦଳିତ ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ  ରକ୍ଷାକବଚ ଓ ସୁରକ୍ଷା ଦେବା ।
  • ବିଭିନ୍ନ ସମୟରେ ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ।
  • ବିନା ଭୟ ଓ ବିନା ସ୍ୱାର୍ଥ ରେ କାର୍ଯ୍ୟ କୁ ନିଷ୍ପକ୍ଷ, ଦୃଢ଼ତାର ଓ ନିଷ୍ଠା ସହିତ ସମ୍ପର୍ଣ୍ଣ କରିବା ।

ବଲାଙ୍ଗିର ପୋଲିସ୍ ର ଗତିବିଧି

ଆଇନ୍ ଅନୁଯାୟୀ ଅନୁସନ୍ଧାନ ଯୋଗ୍ୟ ଧର୍ତ୍ତବ୍ୟ ଅପରାଧ ଗୁଡିକ ତଦନ୍ତ କରିବା, ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବା, ଅସାମାଜିକ ବ୍ୟକ୍ତି/ଆପରାଧୀ ମାନଙ୍କୁ ଠାବ କରି ଆଇନ୍ ଅନୁଯାୟୀ ଅଦଲାତକୁ ପ୍ରେରଣ କରିବା । ବିଭିନ୍ନ ମେଳା ଓ ପର୍ବ ପର୍ରବାଣୀରେ ଶ।ନ୍ତି ଓ ଶୃଙ୍ଖଲା ରକ୍ଷା କରିବା । ଆନ୍ଦୋଳନ ଓ ଧାରଣ କାର୍ଯ୍ୟକ୍ରମ ମାନଙ୍କରେ, ଜିଲ୍ଲା କୁ ଆସୁଥିବା ଅତି ବିଶିଷ୍ଟ ବ୍ୟକ୍ତି ଓ ଉଚ୍ଚ ପଦାଧିକାରୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେଇ ସମାଜ ରେ ଶାନ୍ତି ବଜାୟ କରିବା ।

ଜିଲ୍ଲା ରେ ଉନ୍ନତମାନର ଆଇନ ଓ ବ୍ୟବସ୍ଥା ସୁପରିଚାଲନା ନିସନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଅଛି

  • ମୋବାଇଲ୍ ପୋଲିସ୍ କଣ୍ଟୋରରୁମ ବ୍ୟବସ୍ଥ। ୨୦୧୨ ମସିହା ଠାରୁ ବଲାଙ୍ଗିର ସହରରେ ଆରମ୍ଭ କରାଯାଇ ଅଛି । ଜନସାଧାରଣଙ୍କ ପାଇଁ ନିମ୍ନଲିଖିତ ମୋବାଇଲ୍ ନମ୍ବର୍ ଦରକାର ସମୟରେ ପୋଲିସ୍ ର ସହାୟତା ନେଇପାରିବେ |
    • ୮୨୮୦୧୯୦୬୮୯
    • ୯୫୮୩୧୪୪୭୬୬
    • ୮୦୧୮୬୪୮୮୫୩
    • ୮୭୬୩୩୨୭୫୩୮
  • ଅପରାଧ ନିୟନ୍ତ୍ରଣ ପାଇଁ ରାତ୍ରୀ କାଲିନ ଅନିୟମିତ ଅବରୋଧ ଓ ଜାନ ବାହାନ ତନଖି କରଯାଉ ଅଛି ।
  • ପୋଲିସ୍ ଓ ଜନସାଧାରଣ ଙ୍କ ସୂସମ୍ପର୍କ୍ ପାଇଁ ଅମ ପୋଲିସ୍ ସମିତି ଗଠନ କରାଯାଇଅଛି ।
  • ବିଚାରଧିନ ଜାମିନ୍ ବିହିନ ଗିରଫ୍ ପରବାନ ଗୁଡିକୁ ଶୀଘ୍ର ସମ୍ପାଦନ କରିବା ।
  • ଦୁର୍ଦାନ୍ତ ଅପରଧୀ ମ।ନଙ୍କୁ ଜତୀୟ ନିରାପତ୍ତା ଅଧିନିୟମ ୧୯୮୦ ଅନୁଯାୟୀ ଗିରଫ୍ କରିବା ।
  • ଶାନ୍ତି କମିଟି ସଭା ନିୟମିତ ଅନ୍ତରାଲରେ ଆୟୋଜନ କରିବା ।
  • ସବୁ ମାମଲା ଗୁଡିକର ତ୍ୱରନ୍ନିତ ଅନୁସଂଧାନ କରିବା ।

ଜିଲ୍ଲା ରେ ଥାନା ସଂଖ୍ୟା : ( ଗୋଟିଏ ବିଦ୍ୱୁତ ଶକ୍ତି ଥାନା ସହିତ)

ପୁଲିସ ଅଧିକାରି ମାନଙ୍କର ସଂସର୍ଗ ତଥ୍ୟବିଶେଷ
କ୍ର. ନଂ. ପଦବୀ ର ନାମ କାର୍ଯ୍ୟାଳଯ ନିବାସ
ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର ୦୬୬୫୨-୨୩୨୦୨୦ ୨୩୩୦୬୩
ଅତିରିକ୍ତ ପୋଲିସ୍ ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର ୦୬୬୫୨-୨୩୪୬୩୫
ଉପ  ପୋଲିସ୍ ଆରକ୍ଷୀ ଅଧିକ୍ଷକ, ମୁଖ୍ୟାଲୟ ( HDQRS),  ବଲାଙ୍ଗିର
ଉପ  ପୋଲିସ୍ ଆରକ୍ଷୀ ଅଧିକ୍ଷକ , ଅନୁଶନ୍ଧାନ (DIB), ବଲାଙ୍ଗିର ୦୬୬୫୨-୨୩୨୪୮୮
ଉପ  ପୋଲିସ୍ ଆରକ୍ଷୀ ଅଧିକ୍ଷକ , HRPC, ବଲାଙ୍ଗିର
DCRB, ବଲାଙ୍ଗିର ୦୬୬୫୨-୨୩୨୩୭୫
ଏନାର୍ଜି (ବିଦ୍ୱୁତ ଶକ୍ତି) ଥାନା, ବଲାଙ୍ଗିର
ସହରାଞ୍ଚଲ ଥାନା, ବଲାଙ୍ଗିର ୦୬୬୫୨-୨୩୨୪୦୦
ଉପ ମଣ୍ଡଲ ପୋଲିସ୍ ଅଧିକାରୀ,  ସଦର,  ବଲାଙ୍ଗିର ୦୬୬୫୨-୨୩୨୨୫୫
୧୦ ସଦର ଥାନା, ବଲାଙ୍ଗିର ୦୬୬୫୨-୨୫୦୫୨୫
୧୧ ପୁଇଁତଲା ଥାନା
୧୨ ଲୋଇସିଂହା ଥାନା ୦୬୬୫୩-୨୭୪୦୩୦
୧୩ ତୁଷୁରା ଥାନା ୦୬୬୫୨-୨୫୬୦୩୮
୧୪ ସଇନ୍ତଲା ଥାନା ୦୬୬୫୫-୨୫୬୦୪୦
୧୫ ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ଟିଟିଲାଗଡ ୦୬୬୫୫-୨୨୦୪୧୧
୧୬ ଟିଟିଲାଗଡ ଥାନା ୦୬୬୫୫-୨୨୦୪୪୧
୧୭ ମୁରିବାହାଲ ଥାନା ୦୬୬୫୨-୨୭୨୧୦୦
୧୮ କଣ୍ଟାବାଞ୍ଜି ଥାନା ୦୬୬୫୭ -୨୨୦୨୪୦
୧୯ ବଙ୍ଗୋମୁଣ୍ଜା ଥାନା ୦୬୬୫୭-୨୮୨୨୨୭
୨୦ ସିନ୍ଧେକେଲା ଥାନା ୦୬୬୫୭-୨୮୪୪୦୬
୨୧ ତୁରେକେଲା ଥାନା ୦୬୬୫୭-୨୮୬୦୦୯
୨୨ ବେଲପଡା ଥାନା ୦୬୬୫୮-୨୮୪୪୨୧
୨୩ ଉପ ମଣ୍ଡଲ ପୋଲିସ୍ ଅଧିକାରୀ, ପାଟଣାଗଡ ୦୬୬୫୮-୨୨୨୨୨୫
୨୪ ପାଟଣାଗଡ  ଥାନା ୦୬୬୫୮-୨୨୨୨୨୩
୨୫ ଲରମ୍ଭା ଥାନା
୨୬ ଖପରାଖୋଲ ଥାନା ୦୬୬୫୮-୨୮୧୧୨୦
୨୭ ଲାଠୋର ଥାନା ୦୬୬୫୮-୨୬୬୦୧୮
୨୮ ବନ୍ଧପତା ଆଉଟ ପୋଷ୍ଟ ଥାନା
୨୯ ହରିଶଙ୍କର ଆଉଟ ପୋଷ୍ଟ ଥାନା
୩୦ ଆଗଲପୂର ଆଉଟ ପୋଷ୍ଟ ଥାନା
୩୧ ସାଲେଭଟା ଆଉଟ ପୋଷ୍ଟ ଥାନା ୦୬୬୫୩-୨୭୨୧୦୦
୩୨ ଡୁଙ୍ଗୁରିପଲ୍ ଆଉଟ ପୋଷ୍ଟ ଥାନା
୩୩ ଦେଓଗାଁ ଆଉଟ ପୋଷ୍ଟ ଥାନା
୩୪ ଗୁଡଭେଲା BH
୩୫ ଟିକ୍ରାପଡା ଆଉଟ ପୋଷ୍ଟ ଥାନା
୩୬ ବଡମାଲ ଆଉଟ ପୋଷ୍ଟ ଥାନା
୩୭ ବେଲଗାଁ ଆଉଟ ପୋଷ୍ଟ ଥାନା ୦୬୬୫୫-୨୭୧୧୧୦
୩୮ ଚୁଡାପାଲି BH
୩୯  ବୈଁରାସର BH
ମହିଳା ଓ ଶିଶୁ ଡେସ୍କ ବିବରଣୀ
କ୍ର. ନଂ ପୋଲିସ ଥାନା ମାନଙ୍କର ନାମ
ଟାଉନ ପୋଲିସ ଥାନା ବଲାଙ୍ଗିର
ଟିଟିଲାଗଡ ପୋଲିସ ଥାନା
କଣ୍ଟାବାଞ୍ଜି ପୋଲିସ ଥାନା
ସଦର ପୋଲିସ ଥାନା
ତୁଷରା ପୋଲିସ ଥାନା
ଲୋଇସିଙ୍ଗା ପୋଲିସ ଥାନା
ପାଟଣାଗଡ ପୋଲିସ ଥାନା
ବେଲପଡା ପୋଲିସ ଥାନା
ଖପ୍ରାଖୋଳ ପୋଲିସ ଥାନା
୧୦ ବଙ୍ଗୋମୁଣ୍ଡା ପୋଲିସ ଥାନା
୧୧ ସଇଁତଳା ପୋଲିସ ଥାନା
୧୨ ସିନ୍ଧେକେଲା ପୋଲିସ ଥାନା
୧୩ ତୁରେକେଲ ପୋଲିସ ଥାନା
୧୪ ଲରମ୍ଭା ପୋଲିସ ଥାନା
୧୫ ଲାଠୋର ପୋଲିସ ଥାନା
୧୬ ପୁଇଁନ୍ତଲା ପୋଲିସ ଥାନା
୧୭ ମୁରିବାହଲ ପୋଲିସ ଥାନା

ଅଦିବାସୀ/ହରିଜନ ନିର୍ଯାତନା କେସ୍/ମକଦ୍ଦମା

ଗତ ୨୦୧୫ ବର୍ଷରେ ସର୍ବମୋଟ୍ ୧୫୩ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୫ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୫୬ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୩୨ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୬ ବର୍ଷରେ ସର୍ବମୋଟ୍ ୧୨୬ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୯୦ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୭ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୦୯ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୭ ବର୍ଷରେ ସର୍ବମୋଟ୍ ୧୬୮ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଥିଲା, ତନ ମଧ୍ୟରୁ ୮୮ ଟି କେସ୍ ରେ ଅଭିଯୋଗ ଫର୍ଡ ଦଖାଲ୍ କରଜାଇଅଛି ଓ ୨୩ ଟି କେସ୍ ରେ ଚୁଡାନ୍ତ ଫର୍ମ୍ ଦାଖାଲ୍ କରାଯାଇଛି ଏବଂ ୫୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି | ଗତ ୨୦୧୮ ବର୍ଷର ମାର୍ଚ୍ଚ ସୁଦ୍ଧା ସର୍ବମୋଟ୍ ୩୭ ଟି ଆଦିବାସୀ/ହରିଜନ ମକଦ୍ଦମା ରୁଜୁ କରାଯାଇଅଛି ଓ ୩୭ ଟି କେସ୍ ତଦନ୍ତ ଅଧିନସ୍ଥ ଅଛି |

ମୋଟ କେଶ ସଂଖ୍ୟା
ବର୍ଷ କେଶ ସଂଖ୍ୟା କେଶ ସଂଖ୍ୟା (ୟୁ. ଡି)
୨୦୧୫ ୩୩୩୩ ୨୮୫
୨୦୧୬ ୩୬୨୩ ୩୦୫
୨୦୧୭ ୩୬୧୩ ୩୧୫
୨୦୧୮ ମାର୍ଚ ପର୍ଯ୍ୟନ୍ତ ୭୬୭ ୮୫
ବିଭିନ୍ନ ବର୍ଗ ରେ ଅଭିଲେଖା ହୋଇଥିବା କେଶ ର ବିବରଣୀ
ଅପରାଧ ର ବର୍ଗ ୨୦୧୫ ୨୦୧୬ ୨୦୧୭ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ
ହତ୍ୟା ୪୯ ୨୪ ୩୪ ୧୦
ଡକାଇତ ୧୯ ୧୧
ଦସ୍ୟୁତା ୨୬ ୫୬ ୬୦ ୨୫
ସିନ୍ଧି ଚୋରୀ ୧୨୭ ୧୦୫ ୧୦୭ ୨୭
ଚୋରୀ ୨୨୮ ୧୯୫ ୧୪୫ ୩୫
ଧର୍ଷଣ ୭୩ ୭୫ ୬୯ ୧୧
ଅପହରଣ ୧୦୮ ୧୧୪ ୧୧୦ ୨୨
ଯୌତୁକ ଜନିତ ହତ୍ୟା ୧୬
ଯୌତୁକ ଜନିତ ଆତ୍ମହତ୍ୟା
ଯୌତୁକ ନିର୍ଯ୍ୟାତନା ୧୩୧ ୧୪୧ ୧୧୨ ୧୭
ଆତ୍ମହତ୍ୟା (ୟୁ.ଡି.) ୬୯ ୭୫ ୫୯
ସମ୍ପତି ଜନିତ ଅପରାଧ ୩୮୬ ୩୭୪ ୩୨୩ ୯୩

ଗତ ୩ ବର୍ଷ ର ସଫଳତା

ଗତ ୩ ବର୍ଷ ର ସଫଳତା
ଅପରାଧ ର ନାମ ବର୍ଷ ବିବ୍ରୁତି (ରିପୋର୍ଟ) ସନ୍ଧାନ / ଚାର୍ଜ ସିଟ ଦାଖଲ ହୋଇଥିବା ସଂଖ୍ୟା ସନ୍ଧାନ ହୋଇଥିବା କେଶ ର ହାର
ହତ୍ୟା ୨୦୧୫ ୪୯ ୪୩ ୮୮.୭୫
୨୦୧୬ ୨୧ ୧୯ ୯୦.୪୭
୨୦୧୭ ୩୪ ୨୮ ୮୨.୩୫
୨୦୧୮ ମାର୍ଚ ପର୍ଯ୍ୟନ୍ତ ୧୦ ୫୦
ଡକାଇତ ୨୦୧୫ ୬୦
୨୦୧୬ ୧୯ ୧୭ ୮୮.୪୭
୨୦୧୭ ୧୧ ୫୪.୫୪
୨୦୧୮ ମାର୍ଚ ପର୍ଯ୍ୟନ୍ତ ୩୩.୩୩
ଦସ୍ୟୁତା ୨୦୧୫ ୨୬ ୧୮ ୬୯.୨୩
୨୦୧୬ ୫୫ ୩୯ ୭୦.୯
୨୦୧୭ ୬୦ ୩୦ ୫୦
୨୦୧୮ ମାର୍ଚ ପର୍ଯ୍ୟନ୍ତ ୨୫ ୨୮
ସିନ୍ଧି ଚୋରୀ ୨୦୧୫ ୧୨୭ ୫୯ ୪୬.୪୫
୨୦୧୬ ୧୦୫ ୫୨.୩୮
୨୦୧୭ ୧୦୭ ୪୭ ୩୩.୫୭
୨୦୧୮ ମାର୍ଚ ପର୍ଯ୍ୟନ୍ତ ୨୭ ୧୧.୧୧
ଚୋରୀ ୨୦୧୫ ୨୨୮ ୧୧୪ ୫୦
୨୦୧୬ ୧୯୫ ୯୬ ୪୯.୨୩
୨୦୧୭ ୧୪୫ ୫୩ ୩୬.୩୫
୨୦୧୮ ମାର୍ଚ ପର୍ଯ୍ୟନ୍ତ ୩୫ ୧୪.୨୮
ଧର୍ଷଣ ୨୦୧୫ ୭୩ ୭୦ ୯୫.୮୯
୨୦୧୬ ୭୫ ୭୨ ୯୬
୨୦୧୭ ୬୯ ୬୧ ୮୮.୪
୨୦୧୮ ମାର୍ଚ ପର୍ଯ୍ୟନ୍ତ ୧୧ ୧୧ ୧୦୦

ପ୍ରେସ ମିଟ :

ସାଧାରଣତଃ ଜିଲ୍ଲା ପୋଲିସ ଆଇନ ଅନୁମୋଦିତ ଘଟଣା ବା ଜଘନ୍ୟ ଘଟଣା ର ସନ୍ଧାନ ରେ ପ୍ରେସ ମିଟ ଅନୁଷ୍ଠିତ କରିଥାଏ ।

ଅଭିଯୋଗ ପ୍ରତିକାର

ଅଭିଯୋଗ ପ୍ରତିକାର ରବିବାର ଓ ଛୁଟି ଦିନ ଛାଡି ସମସ୍ତ ଦିନ ହୋଇଥାଏ ।
ଫୋନ ନଂ : ୦୬୬୫୨ – ୨୩୨୦୨୦

ସର୍ବୋଚ୍ଚ ଅଧିକାରୀ ଙ୍କ ଠିକଣା :

ପୋଲିସ ନିରୀକ୍ଷକଙ୍କ କାର୍ଯ୍ୟ।ଳୟ , ବଲାଙ୍ଗିର
ଫୋନ ନଂ : ୦୬୬୫୨ – ୨୩୨୦୨୦ (ଅଫିସ), ୨୩୩୦୬୩(ନିବାସ)
ଇମେଲ : spblg.orpol[at]nic.in