ବନ୍ଦ କରନ୍ତୁ

ଜଳ ସାଧନ

ଜଳ ସମ୍ପଦ ବିଭାଗ , ବଲାଙ୍ଗିର

କ୍ଷୁଦ୍ର ଜଳ ସେଚନ ବିଭାଗ, ବଲାଙ୍ଗିର

ଉଦ୍ଦେଶ୍ୟ

କ୍ଷୁଦ୍ର ଜଳ ସେଚନ ବିଭାଗ ର ମୁଖ୍ୟ ଉଦ୍ଦେଶ୍ୟ 40 ହେକ୍ଟର ରୁ 2000 ହେକ୍ଟର ମଧ୍ୟ ରେ ଥିବା ଚାଷ ଉପଯୋଗୀ ଜମିରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକର ନିର୍ମାଣ ପରିଚାଳନା କାର୍ଯ୍ୟ ର ତଦାରକ କରିବା ଯାହା ଫଳରେ ଭୂ ସ୍ତର ରେ ଜଳ ର ପ୍ରବାହ ରହିବ ଏବଂ ଏହି ଜଳ କୁ ବ୍ୟବହାର କରାଯାଇପାରିବ । ଆହୁରି ମଧ୍ୟ କ୍ଷୁଦ୍ର ସେଚନ ବିଭାଗ ଜଳ ସ୍ରୋତ ଗୁଡିକରେ ଅଳ୍ପ ଉଛ ଚେକ ଡେମ ଗୁଡିକ ନିର୍ମାଣ କରି ଜଳ ସଂରକ୍ଷଣ କରୁଛି ଯାହା ଫଳ ରେ ରବି ଚାଷ ପାଇଁ ଜଳ ସେଚନ , ଭୂତଳ ଜଳ ସଂରକ୍ଷଣ ଏବଂ ଜନସାଧାରଣ ଙ୍କ ବ୍ୟବହାରରେ ମଧ୍ୟ ଆସୁଛି।

ବିଭାଗ ର ସଂରଚନା

ବଲାଙ୍ଗୀର ଜିଲ୍ଲା ରେ କ୍ଷୁଦ୍ର ଜଳ ସେଚନ ର ବିଭିନ୍ନ କାର୍ଯ୍ୟ ର ତଦାରକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ , କ୍ଷୁଦ୍ର ଜଳ ସେଚନ,ବଲାଙ୍ଗିର ଙ୍କ ତତ୍ବାବଧାନ ରେ ହୋଇଥାଏ । ଏହାର ମୁଖ୍ୟ କାର୍ଯ୍ୟ।ଳୟ ବଲାଙ୍ଗିର ରେ ଅବସ୍ଥାପିତ ଅଟେ ।

ଉପ ଖଣ୍ଡ ସହିତ ମୁଖ୍ୟ ଙ୍କ ନାମ

କ୍ଷୁଦ୍ର ଜଳ ସେଚନ ଉପ ବିଭାଗ , ବଲାଙ୍ଗିର , ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
କ୍ରମିକ ନଂ ଶାଖା ସହିତ ମୁଖ୍ୟ ଙ୍କ ନାମ କ୍ଷମତା ପରିସର (ବ୍ଲକ)
କ୍ଷୁଦ୍ର ଜଳ ସେଚନ ଶାଖା , ବଲାଙ୍ଗିର , କନିଷ୍ଠ ଯନ୍ତ୍ରୀ ବଲାଙ୍ଗିର
କ୍ଷୁଦ୍ର ଜଳ ସେଚନ ଶାଖା , ଦେଓ ଗାଁ , କନିଷ୍ଠ ଯନ୍ତ୍ରୀ ଦେଓଗାଁ , ଗୁଡଭେଲ।
କ୍ଷୁଦ୍ର ଜଳ ସେଚନ ଶାଖା , ପୁଇନ୍ତଳା , କନିଷ୍ଠ ଯନ୍ତ୍ରୀ ପୁଇନ୍ତଳା
କ୍ଷୁଦ୍ର ଜଳ ସେଚନ ଶାଖା , ଲୋଇସିଂହ। , କନିଷ୍ଠ ଯନ୍ତ୍ରୀ ଲୋଇସିଂହ। , ଆଗଲପୁର
କ୍ଷୁଦ୍ର ଜଳ ସେଚନ ଉପ ବିଭାଗ , ଟିଟିଲାଗଡ , ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
କ୍ରମିକ ନଂ ଶାଖା ସହିତ ମୁଖ୍ୟ ଙ୍କ ନାମ କ୍ଷମତା ପରିସର (ବ୍ଲକ)
କ୍ଷୁଦ୍ର ଜଳ ସେଚନ ଶାଖା , ଟିଟିଲାଗଡ , କନିଷ୍ଠ ଯନ୍ତ୍ରୀ ଟିଟିଲାଗଡ
କ୍ଷୁଦ୍ର ଜଳ ସେଚନ ଶାଖା , ସଇଁତଳା , କନିଷ୍ଠ ଯନ୍ତ୍ରୀ ସଇଁତଳା
କ୍ଷୁଦ୍ର ଜଳ ସେଚନ ଶାଖା , ମୁରିବାହଲ , କନିଷ୍ଠ ଯନ୍ତ୍ରୀ ମୁରିବାହଲ , ବଙ୍ଗୋମୁଣ୍ଡା
କ୍ଷୁଦ୍ର ଜଳ ସେଚନ ଶାଖା , କଣ୍ଟାବାଞ୍ଜି , କନିଷ୍ଠ ଯନ୍ତ୍ରୀ ତୁରେକେଲ , ବଙ୍ଗୋମୁଣ୍ଡା
କ୍ଷୁଦ୍ର ଜଳ ସେଚନ ଉପ ବିଭାଗ , ପାଟଣାଗଡ , ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
କ୍ରମିକ ନଂ ଶାଖା ସହିତ ମୁଖ୍ୟ ଙ୍କ ନାମ କ୍ଷମତା ପରିସର (ବ୍ଲକ)
କ୍ଷୁଦ୍ର ଜଳ ସେଚନ ଶାଖା , ପାଟଣାଗଡ଼-I , କନିଷ୍ଠ ଯନ୍ତ୍ରୀ ପାଟଣାଗଡ
କ୍ଷୁଦ୍ର ଜଳ ସେଚନ ଶାଖା , ପାଟଣାଗଡ-II , କନିଷ୍ଠ ଯନ୍ତ୍ରୀ ପାଟଣାଗଡ
କ୍ଷୁଦ୍ର ଜଳ ସେଚନ ଶାଖା , ବେଲପଡା -I , କନିଷ୍ଠ ଯନ୍ତ୍ରୀ ବେଲପଡା
କ୍ଷୁଦ୍ର ଜଳ ସେଚନ ଶାଖା , ବେଲପଡା -II , କନିଷ୍ଠ ଯନ୍ତ୍ରୀ ବେଲପଡା
କ୍ଷୁଦ୍ର ଜଳ ସେଚନ ଉପ ବିଭାଗ , ଖପ୍ରାଖୋଳ , ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
କ୍ରମିକ ନଂ ଶାଖା ସହିତ ମୁଖ୍ୟ ଙ୍କ ନାମ କ୍ଷମତା ପରିସର (ବ୍ଲକ)
କ୍ଷୁଦ୍ର ଜଳ ସେଚନ ଶାଖା , ଖପ୍ରାଖୋଳ , କନିଷ୍ଠ ଯନ୍ତ୍ରୀ ଖପ୍ରାଖୋଳ
କ୍ଷୁଦ୍ର ଜଳ ସେଚନ ଶାଖା , ଲାଠୋର -I , କନିଷ୍ଠ ଯନ୍ତ୍ରୀ ଖପ୍ରାଖୋଳ
କ୍ଷୁଦ୍ର ଜଳ ସେଚନ ଶାଖା , ଲାଠୋର -II , କନିଷ୍ଠ ଯନ୍ତ୍ରୀ ଖପ୍ରାଖୋଳ

ବିଭାଗ ର କାର୍ଯ୍ୟକଳାପ

  • କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅନ୍ତର୍ଗତ ପ।ଣି ପଞ୍ଚାୟତ ଗୁଡିକୁ ବୈଷୟିକ ପରିଚାଳନା ଏବଂ ରକ୍ଷଣ। ବେକ୍ଷଣ ବିଷୟରେ ଅବଗତ କରିବା।
  • ନୂତନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ନୂତନ ଆୟକଟ ଗୁଡିକ ର ନିର୍ମାଣ କରିବା ଏବଂ ପୁରାତନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ହଜିଯାଇଥିବା ବ। ବିଚ୍ଛିନ୍ନ ଆୟକଟ ଗୁଡିକ ର ପୁନରୁଦ୍ଧାର କରିବା
  • ପଣି ପଞ୍ଚାଯତ ଗଠନ କରିବା ଏବଂ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ସହାୟତା ଦେବା ।

ବିଭାଗ

ବଲାଙ୍ଗିର ଜିଲ୍ଲା ରେ କେବଳ ଗୋଟାଏ କ୍ଷୁଦ୍ର ଜଳ ସେଚନ ବିଭାଗ ରହିଛି ଏବଂ ଏହା ସମଗ୍ର ଜିଲ୍ଲା କୁ ପରିଚାଳିତ କରୁଛି । ଜିଲ୍ଲା ରେ ତାଲିକା ଭୁକ୍ତ ବିକ୍ରେତା ନାହାନ୍ତି ।

ଆର୍ଥିକ ମଞ୍ଜୁରୀ

ଓଡିଶା ସରକାର ଙ୍କ ଠାରୁ ବିଭିନ୍ନ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁରୀ ହୋଇଥାଏ ।

ପଞ୍ଜୀକୃତ ଠିକାଦାର ଙ୍କ ନାମ ଏବଂ ସେମାନଙ୍କର ପ୍ରକଳ୍ପ ଗୁଡିକ

ପଞ୍ଜୀକୃତ ଠିକାଦାର ଙ୍କ ନାମ ଏବଂ ସେମାନଙ୍କର ପ୍ରକଳ୍ପ ଗୁଡିକ
କ୍ରମିକ ନଂ ପଞ୍ଜୀକୃତ ଠିକାଦାର ଙ୍କ ନାମ ପ୍ରକଳ୍ପ ଗୁଡିକ ର ନାମ
ସଚିନ କୁମାର ଅଗ୍ରୱାଲ , କ ଶ୍ରେଣୀ ଠିକାଦାର , ବଙ୍ଗୋମୁଣ୍ଡା ମହାବନ୍ଧ (ପମ୍ପତଲବ) ଟିଟିଲାଗଡ ଉପଖଣ୍ଡ
ସୀତାରାମ ଅଗ୍ରୱାଲ ସ୍ଵତନ୍ତ୍ର ଶ୍ରେଣୀ ଠିକାଦାର , ସଇଁତଳା ଲକ୍ଷ୍ମୀ ଜୋରେ ନାଳ Reach-I (RD00- 1100) ବଲାଙ୍ଗିର ଉପଖଣ୍ଡ
ବଜରଙ୍ଗଲାଳ ଅଗ୍ରୱାଲ ସ୍ଵତନ୍ତ୍ର ଶ୍ରେଣୀ ଠିକାଦାର , ଦାସପୁର (ଧରମଗଡ) ଲକ୍ଷ୍ମୀ ଜୋରେ ନାଳ Reach-II (RD1100- 2280) ବଲାଙ୍ଗିର ଉପଖଣ୍ଡ
ବିଶାଳ ଅଗ୍ରୱାଲ କ ଶ୍ରେଣୀ ଠିକାଦାର , ବଲାଙ୍ଗିର ଲକ୍ଷ୍ମୀ ଜୋରେ ନାଳ Reach-III (RD 2280- 2940) ବଲାଙ୍ଗିର ଉପଖଣ୍ଡ
ଭକ୍ତର।ମ ପୁରୋହିତ ସ୍ଵତନ୍ତ୍ର ଶ୍ରେଣୀ ଠିକାଦାର , ବଲାଙ୍ଗିର ଲକ୍ଷ୍ମୀ ଜୋରେ ନାଳ Reach-IV (RD 2940 3600 ) ବଲାଙ୍ଗିର ଉପଖଣ୍ଡ
ଜିଲ୍ଲା ର ବିଭିନ୍ନ ସଂସ୍ଥା ଅନ।ନ୍ୟ 88 ଟି ଚେକ ଡାମ

ଜିଲ୍ଲାରେ ୧୯୬ ସଂଖ୍ୟକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରହିଅଛି । ଏହି ପ୍ରକଳ୍ପ ଗୁଡିକର ଆୟାକଟ ଖରିଫ ରେ ୨୬୧୪୬ ହେକ୍ଟର ଏବଂ ରବି ରେ ୩୦୬୬ ହେକ୍ଟର ଅଟେ । ଏହି ପ୍ରକଳ୍ପ ଗୁଡିକ ର ପ୍ରାମାଣିକ ଆୟାକଟ ଖରିଫ ରେ ୧୮୬୦୭ ହେକ୍ଟର ଓ ରବି ରେ ୧୮୭୭ ହେକ୍ଟର ଅଟେ ।
୪ ଟି ପ୍ରକଳ୍ପ ସମ୍ପୂର୍ଣ ରୂପେ ଅନୁପଯୋଗୀ ଅଟେ ଯାହାର ପୁନରୁଦ୍ଧାର କରାଯାଇପାରିବ ନ।ହିଁ ।
୨୮ ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଭୂମି ଅର୍ଜନ ପ୍ରକ୍ରିୟା ଯୋଗୁଁ ଅସମ୍ପୂର୍ଣ ଅଛି ।
୭୩ ଟି ପ୍ରକଳ୍ପ ରେ ୮୩ ଟି ପାଣିପଞ୍ଚାୟତ ସକ୍ରିୟ ଅଛି ।
୯୧ ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ର କେନାଲ ନ।ହିଁ ।
ପ୍ରାରମ୍ଭିକ ବନ୍ୟା ନିୟନ୍ତ୍ରଣ – ନ।ହିଁ ।
ଉପଲବ୍ଧି –ନ।ହିଁ ।
୪୮୪ ସଂଖ୍ୟକ ଚେକ ଡାମ ୩୧.୦୩.୨୦୧୭ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇଛି ଯାହା ୭୬୪୧ ହେକ୍ଟର ଜମି କୁ ଉଠ। ଜଳସେଚନ ଦ୍ଵାରା ସେଚିତ କରିପାରିବ ।

ଠିକଣା

କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ , କ୍ଷୁଦ୍ର ଜଳ ସେଚନ ବିଭାଗ ,ବଲାଙ୍ଗିର
ନି/ପୋଷ୍ଟ – ବଲାଙ୍ଗିର
ଫୋନ – ୦୬୬୫୨-୨୩୨୯୮୨
Email- mid_balangir[at]yahoo.co.in