ହସ୍ତଶିଳ୍ପ
ହସ୍ତ ଓ କୁଟୀରଶିଳ୍ପବିଭାଗ ।
ବଲାଙ୍ଗିର ଜିଲ୍ଲାରେ ହସ୍ତ ଓ କୁଟୀର ଶିଳ୍ପ ଯୋଜନାର ସଫଳ ରୁପାୟନ ବହୁତ ଅଗ୍ରଣୀ ଅଟେ । ବିଶେଷ କରି ୬୦/୭୦ ପ୍ରତିଶତ ହସ୍ତଶିଳ୍ପ କାରିଗର ସେମାନଙ୍କର ଜିବିକା ନିର୍ବାହ ନିମନ୍ତେ ହସ୍ତ ଓ କୁଟୀର ଶିଳ୍ପ ଉପରେ ନିର୍ଭର କରିଚଳି ଥାନ୍ତି ।ବଲାଙ୍ଗିର ଜିଲ୍ଲାର ହସ୍ତଶିଳ୍ପ କାରିଗର ମାନେ ମଧ୍ୟ ଜାତୀୟ ସ୍ତରରେ ପୁରସ୍କୃତ ହୋଇଅଛନ୍ତି ।
ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମରେ ନିମ୍ନୋକ୍ତ ହସ୍ତଶିଳ୍ପ ଯୋଜନାମାନ କାର୍ଯ୍ୟକାରି କରୁଅଛି
- ଟେରାକୋଟା :-ଲଖପାଲି ,ମଲମୁଣ୍ଡା,ବଘାପାଲି, ମନହିରା, ବାହାଲବୁକା,ତଲଗଛ,ବୁବେଲ, ଟିଟିଲାଗଡ,ନାରେଣ,କୁମ୍ଭାରୀ,ଗେରଡା, ଗର୍ଜନ ଇତ୍ୟାଦି ।
- ଦରି ଓ ସତରଞ୍ଜିକାମ :-ଚୁଡାପାଲି, ଚନ୍ଦନଭାଟି,ଧୁବଲପଡା,ସାନ୍ତପୁର, ଓ ଡୁଙ୍ଗାଘାଟ ।
- ଚାନ୍ଦୁଆ ଶିଳ୍ପ :-ସଲତରପାଲି,ରାଣୀପୁରଝରିଆଲ,ତୁସୁରା, ଲୋଇସିଙ୍ଗା,ଧୁବଲପାଡା ଇତ୍ୟାଦି ।
- କଂସାପିତଳ ଶିଳ୍ପ :- ବଲାଙ୍ଗିର, ଖଇରା, ବଇରାସର, ଧୁବଲପଡା ,ଇତ୍ୟାଦି ।
- ଧାନ ଶିଳ୍ପ :- ସରେଇବାହାଲ ,ଚୁଲିଫୁଙ୍କା, ସଇଁତଳା, ଆଦିବାସୀ ପଡା (ସଇଁତାଲା), ବହଲି ।
- ବାନ୍ଧ ଶିଳ୍ପ :-ସରମୁହାଁଣ , ଶାଲେଭଟା ,ଚନ୍ଦନଭାଟି ,ସରଗାଡ, ବେଲପଡା, ଲୋଇସିଙ୍ଗା ।
- କାଷ୍ଠ ଖୋଦେଇ :- ଲାଠୋର, ଚାଉଲଦିଆ, ବଲାଙ୍ଗିର ।
- ଢୋକରା କାଷ୍ଟିଂ :- ସଇଁନ୍ତଲା ।
- ଶଢି କାରୁକାର୍ଯ୍ୟ :- ସରମୁହାଣ, ବେଲପଡା, ଚନ୍ଦନଭାଟି , କେରମେଲି, ଗୋହିରାପଦର ।
- ବେତ ବାଉଁଶ କାମ :- ବଲାଙ୍ଗିର, ଗୁଡଭେଲା ,ସିକେର, ବଡବନ୍ଧ ,ଭୁତିଆରବାହାଲ, ଜାମୁଟ ।
- ପଟ୍ଟ ଓ ପଶମ ଚିତ୍ର :- ବଲାଙ୍ଗିର ।