ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା

ଉପକ୍ରମ:-

ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ଏକ ମୁଖ୍ୟ ବାଣିଜ୍ୟକେନ୍ଦ୍ରିକ ସହର । ରୂଚିସମ୍ପନ୍ନ ମନ୍ଦିର ଗୁଡିକ ସହିତ ଗର୍ଦ୍ଧମାର୍ଦ୍ଦନ ପାହାଡ ଏହି ଜିଲ୍ଲାରେ ଅନ୍ତର୍ଗତ ଅଟେ । ଏହି ପାହାଡ ଉପରେ ହରିଶଙ୍କର ନାମକ ଏକ ଅତିସୁନ୍ଦର ବଣଭୋଜି କରିବାର ସ୍ଥାନ ଅବସ୍ଥିତ । ଅନେକଗୁଡିଏ ଅଦ୍ୱିତୀୟ କିର୍ତୀ ସହିତ ବହିଯାଉଥିବା ଝରଣାଗୁଡିକର କୁଳୁକୁଳୁ ନାଦ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ବଲାଙ୍ଗିର ଜିଲ୍ଲା ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦର୍ଶନୀୟ ସ୍ଥାନ ଯଥା – ହରିଶଙ୍କର, ପାପକ୍ଷୟ ଘାଟ, ନବଗ୍ରହ କୁଣ୍ଡ, ତୁରେକେଲା, ଯୋଗିସର୍ଡା ଏବଂ ରାଣିପୁର ଝରିଏଲ ପାଇଁ ଗର୍ବିତ ଅଟେ/ ସମ୍ମାନର ଅଧିକାରୀ ଅଟେ ।

ବିଜୁ ସ୍ୱସ୍ତ୍ୟ କଲ୍ୟାଣ ଯୋଜନା

 

ବଲାଙ୍ଗିର ଜିଲ୍ଲା ବିଷୟରେ ସାଧାରଣ ତଥ୍ୟ

୨୦୧୧ ର ଜନଗଣନା ଅନୁଯାୟୀ
କ୍ରମିକ ନଂ ବିବରଣୀ ସଙ୍ଖ୍ୟାନୁଯାୟୀ
1 କ୍ଷେତ୍ରଫଳ ୬୫୭୮ ବର୍ଗ କିଲୋମିଟର
2 ମୋଟ ଜନସଂଖ୍ୟା ୧୬୪୮୫୭୬
ପୁରୁଷ ୮୩୧୩୪୯
ମହିଳା ୮୧୭୨୨୫
3 ଶିଶୁସଂଖ୍ୟା
୦-୧ ବର୍ଷର ଶିଶୁ ୩୪୧୫୧
୧-୬ ବର୍ଷର ଶିଶୁ ୧୭୨୮୧୩
ପୁରୁଷ ୧୦୬୦୯୦
ମହିଳା ୧୦୦୮୭୪
4 ଗ୍ରାମ ସଂଖ୍ୟା ୧୭୯୨
5 ବ୍ଲକ ସଂଖ୍ୟା ୧୪
6 ଗ୍ରାମ ୨୮୫
7 ଜନସଂଖ୍ୟାର ଘନତ୍ୱ ୨୫୧
8 ଲିଙ୍ଗହାର ୯୮୩/୧୦୦୦
9 ମୋଟ ଶିକ୍ଷିତ ହାର ୬୫.୫୦%
ପୁରୁଷ ଶିକ୍ଷିତ ହାର ୭୭.୦୮%
ମହିଳା ଶିକ୍ଷିତ ହାର ୫୩.୭୭%
10 ପ୍ରାକୃତିକ ବର୍ଦ୍ଧିତ ହାର ୧୦.୬
11 ଅଶୋଧିତ ଜନ୍ମହାର ୨୧.୧
12 ଅଶୋଧିତ ମୃତ୍ୟୁ ହାର ୧୦.୫
13 ମାତୃ ମୃତ୍ୟୁ ହାର ୧୯୮/୧୦୦୦୦
14 ଶିଶୁ ମୃତ୍ୟୁ ହାର ୪୫/୧୦୦୦
15 ଦମ୍ପତି ସୁରକ୍ଷା ହାର ୪୮
16 ଯୋଗ୍ୟ ଦମ୍ପତି ସଂଖ୍ୟା ୩୦୪୯୭୮
17 ଟି.ଏଫ.ଆର ୨.୪
ସ୍ୱାସ୍ଥ୍ୟ ଭିର୍ତି ସଂରଚନା
କ୍ରମିକ ନଂ ସ୍ୱାସ୍ଥ୍ୟ ଭିର୍ତି ସଂରଚନା ସଂଖ୍ୟା
1 ଜିଲ୍ଲା ଚିକିତ୍ସାଳୟ ସଂଖ୍ୟା
2 ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସଂଖ୍ୟା
3 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ୧୫
4 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ସହିତ ୧୫
5 ଓଚଐଝ କୁ ପାହ୍ୟା ବୃଦ୍ଧି ପାଇଁ ବଛାହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୫
6 ବିଶେଷଜ୍ଞ ଥିବା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର ୧୫
7 ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ସର୍ବେଷଣ ସୁବିଧା
8 ଘୋଷିତ ହୋଇଥିବା ସଂଖ୍ୟା
9 କାର୍ଯ୍ୟରତ ସଂଖ୍ୟା
10 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସଂଖ୍ୟା (ଆଂଚଳିକ ସ୍ତରରେ) ୪୨
11 ତିନୋଟି ନର୍ସ କର୍ମଚାରୀ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
12 ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
13 ପ୍ରାବର୍ଦ୍ଧିତ ଅସ୍ତ୍ରୋପଚାର କକ୍ଷ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୦
14 ହାତକୁ ନେଇଥିବା ସଂସ୍ଥା ସଂଖ୍ୟା
15 ମୋବାଇଲ ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥା ୨୮
16 ଔଝଣ ଦ୍ୱାରା ଅଧିସ୍ୱିକୃତି ପାଇଥିବା ବେସରକାରୀ ଚିକିତ୍ସାଳୟ
17 ଶବ ବ୍ୟବଚ୍ଛେଦ କେନ୍ଦ୍ର ସଂଖ୍ୟା
18 ଉପକେନ୍ଦ୍ର ସ୍ତରୀୟ କେନ୍ଦ୍ର ସଂଖ୍ୟା ୨୩୬
19 ଟୀକାକରଣ କେନ୍ଦ୍ର ସଂଖ୍ୟା ୮୫୪
20 ଅନ୍ୟାନ୍ୟ ଚିକିତ୍ସାଳୟ ସଂଖ୍ୟା
21 ଅଂଚଳ ସଂଖ୍ୟା ୫୦
22 ସରକାରୀ ଗୃହ ଥିବା ଉପକେନ୍ଦ୍ର ସଂଖ୍ୟା ୮୬
23 ଇଘଗ ପ୍ରଶିକ୍ଷଣ ବିଦ୍ୟାଳୟ
24 ଜିଲ୍ଲା ତାଲିମ କେନ୍ଦ୍ର ସଂଖ୍ୟା
25 ଆୟୁର୍ବେଦିକ ଚିକିତ୍ସାଳୟ ସଂଖ୍ୟା
26 ହୋମିଓପାଥିକ ଚିକିତ୍ସାଳୟ ସଂଖ୍ୟା
27 ଜିଲ୍ଲାର ମୋଟ ଆଶା ସଂଖ୍ୟା ୧୩୫୬

ଜିଲ୍ଲା ବିଷୟରେ

  • କ୍ଷେତ୍ର : ୬୫୬୮ବର୍ଗ କି.ମି
  • ମୁଖ୍ୟାଳୟ : ବଲାଙ୍ଗିର
  • ଉପଖଣ୍ଡ ସ୍ତର : ୩
  • ବ୍ଳକ : ୧୪
  • ପୌରସଂସ୍ଥା : ୨
  • ବିଜ୍ଞାପିତ ଅଂଚଳ ପରିଷଦ : ୩
  • ତାଲୁକା ସଂଖ୍ୟା : ୧୪
  • ଚିକିତ୍ସାଳୟର ଶଯ୍ୟା ସଂଖ୍ୟା :୫୭୧
  • ଜଙ୍ଗଲ : ୧୫୪୩.୮୫ ବଗ କି.ମି
  • ବିଧାନସଭା : ୫
  • ଗ୍ରାମ : ୧୭୯୨
  • ଗ୍ରାମପଂଚାୟତ : ୨୮୫
  • ସହର : ୪
  • ଉତାପ : ୪୬.୧ (ସର୍ବାଧିକ), ୩.୧ (ସର୍ବନିମ୍ନ)
  • ବର୍ଷା : ୧୩୧୫.୬ ମି.ମି
  • ମୋଟ ମେଡିକାଲ କେନ୍ଦ୍ର : ୬୨

ଉଚ୍ଚାଧିକାରୀଙ୍କ ଠିକଣା

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ
ମାର୍ଫତ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିର, ପୋ./ଜିଲ୍ଲା – ବଲାଙ୍ଗିର
ପିନ୍ – ୭୬୭୦୦୧, ଫୋନ – ୦୬୬୫୨-୨୩୨୨୪୩
ଇମେଲ – dsubolangir[at]gmail.com