ବନ୍ଦ କରନ୍ତୁ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

ସାଧାରଣ ବିତରଣ ବ୍ୟବସ୍ଥା

ସମାଜ ର ଅବହେଳିତ ଲୋକ ମାନଙ୍କର ଖାଦ୍ୟ ଯୋଗାଣ ଏବଂ କ୍ଷୁଧା ପ୍ରବଣ ଅଞ୍ଚଳ ରେ ଖାଦ୍ୟ ଶୃଙ୍ଖଳ ର ଠିକ ପରିଚାଳନା କରିବା ସରକାରଙ୍କର ଏକ ପ୍ରମୁଖ କର୍ତବ୍ଯ ଅଟେ । ଆବହମାନ କାଳ ରୁ ଖାଦ୍ଯ ଆହରଣ କରିବା ମଣିଷ ର ଅହସ୍ତାନ୍ତରଣିୟ ଅଧିକାର ଅଟେ । ସାଧାରଣ ବିତରଣ ବ୍ୟବସ୍ଥା ର ଲକ୍ଷ୍ୟ ହେଉଛି ଅପରିହାର୍ଜ୍ୟ ସାମଗ୍ରୀ ଗୁଡିକୁ ଲୋକମାନଙ୍କୁ ଉଚିତ ଦର ଦୋକାନ ମାଧ୍ୟମ ରେ ଘର କୁ ଘର ବିତରଣ କରିବା ସହିତ ସ୍ବଚ୍ଛତା ଅବଲମ୍ବନ କରିବା ।

ପ୍ରବର୍ତନ

ସାଧାରଣ ବିତରଣ ବ୍ୟବସ୍ଥା ର ସାମଗ୍ରୀ ଗୁଡିକର ବାଟମାରଣା ଓ କାଳବଜାରୀ ରୋକିବା ତଥା ସୂଚାରୁ ରୂପରେ ପ୍ରକୃତ ଖାଉଟି କୁ ସାମଗ୍ରୀ ଗୁଡିକର ସଠିକ ବିତରଣ ର ନିରୀକ୍ଷଣ କରିବା ପାଇଁ ବଲାଙ୍ଗିର ଜିଲ୍ଲା ରେ ଗୋଟିଏ ଜିଲ୍ଲା ସ୍ତରୀୟ ପ୍ରବର୍ତନ ଦଳ ଏବଂ ତିନୋଟି ଉପଖଣ୍ଡ ସ୍ତରୀୟ ପ୍ରବର୍ତନ ଦଳ ଗଠନ କରାଯାଇଛି ଯେଉଁ ଥିରେ ଜଣେ କାର୍ଯ୍ୟନିର୍ବାହୀ ଦଣ୍ଡାଧିକ।ରି ଏବଂ ଖାଦ୍ଯ ସୁରକ୍ଷା ଏବଂ ଖାଉଟି କଲ୍ୟାଣ ବିଭାଗ ର କାର୍ଯ୍ୟନିର୍ବାହୀ କର୍ମଚାରୀ ରହିଛନ୍ତି। ପ୍ରବର୍ତନ ଦଳ ର କାର୍ଯ୍ୟନିର୍ବାହୀ ଦଣ୍ଡାଧିକ।ରି ସମସ୍ତ ସାଧାରଣ ବିତରଣ ବ୍ୟବସ୍ଥା ର ଖୁଚୁରା କେନ୍ଦ୍ର ଗୁଡିକୁ ଯାଇ ସେଗୁଡିକର କୌଣସି କଲବଜ।ରି ନ ହେବାର ନିରୀକ୍ଷଣ କରନ୍ତି , ଯାନବାହାନ ଗୁଡିକରେ କିରୋସିନ କୁ ଇନ୍ଧନ ରେ ବ୍ୟବହାର କରାଯାଉଥିବାର ନିରୀକ୍ଷଣ କରନ୍ତି ତଥା ବିଭିନ୍ନ ହୋଟେଲ ଓ ଢାବା ଗୁଡିକରେ ଘରୋଇ ଏଲପିଜି ସିଲିଣ୍ଡର ର ବ୍ୟବହାରର ତଦାରକ କରିବା ସହିତ ଏଗୁଡିକ ଉପରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଜିଲ୍ଲାପାଳଙ୍କ ଅବଗତି କରାଯାଉଛି ।

ଧାନ ସଂଗ୍ରହ

ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ର ଖାଦ୍ୟ ଏବଂ ସଶ୍ୟ ସଂଗ୍ରହ ପଲିସି ଅନ୍ତର୍ଗତ ୨୦୧୬-୧୭ ବର୍ଷ ପାଇଁ ଧାନ ସଂଗ୍ରହ କରାଯାଇଛି । KMS ୨୦୧୬-୧୭ ପାଇଁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଧାନ ସଂଗ୍ରହଣ ର ଲକ୍ଷ୍ୟ ବଲାଙ୍ଗିର ଜିଲ୍ଲା ହାସଲ କରିଛି ।

ଖାଉଟି କଲ୍ୟାଣ

ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଖାଉଟି ମାନଙ୍କ ସଚେତନତା ଓ କଲ୍ଯାଣ ପାଇଁ ଜିଲ୍ଲା କୁ ନିମ୍ନଲିଖିତ କାର୍ଯ୍ୟ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥାଏ ଯାହା ଠିକ ହିସାବରେ କାର୍ଯ୍ୟକ।ରି କରାଯାଉଛି ।

  •  ଜିଲ୍ଲାସ୍ଥରୀୟ କାର୍ମଶାଳା ର ଆୟୋଜ
  •  ଜିଲ୍ଲାସ୍ଥରୀୟ ସଂସ୍କୃତିକ ଉତ୍ସବ ର ଆୟୋଜନ
  •  ଖାଉଟି କଲ୍ୟାଣ

କାର୍ଯ୍ୟକଳାପ

ଜିଲ୍ଲାରେ ଚ।ଳୁଥିବା ସରକାରୀ ଯୋଜନା

ଫେବୃଆରୀ ୨୦୧୩ ରୁ ଟଙ୍କ।ପ୍ରତି ଏକ କିଲୋ ଚାଉଳ ର ବିତରଣ –

ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ର ଅଧିସୂଚନା ନଂ 11642 ତା 17.07.2014 ଅନୁଯାଇ PHH/AAY ପରିବାର କୁ ଜଣ ପ୍ରତି 5kg/35kg ଚାଉଳ ୧ ଟଙ୍କା ଦରରେ ପ୍ରତ୍ୟକ ମାସରେ ବିତରଣ କରାଯାଉଛି । ଏସସି/ଏସଟି ହସ୍ଟେଲ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ ମାନଙ୍କୁ ମାସିକ ୧ ଟଙ୍କା ଦରରେ 15KG ଲେଖାଏଁ ଚାଉଳ ଦିଆଯାଉଛି । ସରକାରଙ୍କ ନିୟମ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଖାଉଟି ମାନଙ୍କୁ ଦିଅ ଯାଉଥିବା ଚାଉଳ, ଗହମ ଓ ଚିନୀ ।

ଫେବୃଆରୀ ୨୦୧୩ ରୁ ଟଙ୍କ।ପ୍ରତି ଏକ କିଲୋ ଚାଉଳ ର ବିତରଣ
ଯୋଜନା ହିତାଧିକାରୀଙ୍କ ସଂଖ୍ୟା କାର୍ଡ ପ୍ରତି/ଜଣ ପ୍ରତି ମାସିକ ପ୍ରାପ୍ୟ ଖାଉଟି ମୂଲ୍ୟ
AAY ଚାଉଳ ୫୨୮୧୩ କାର୍ଡ ପ୍ରତି ୩୫କେଜି କିଲୋପ୍ରତି ୧ ଟଙ୍କା
PHH ଚାଉଳ ୩୩୮୭୩୩ ଜଣ ପ୍ରତି ୫ କେଜି କିଲୋପ୍ରତି ୧ ଟଙ୍କା
ଅର୍ନପୂର୍ଣ। ଚାଉଳ ୨୫୧୩ କାର୍ଡ ପ୍ରତି ୧୦ କେଜି ବିନ। ମୂଲ୍ଯରେ
ଏସସି/ଏସଟି ଚାଉଳ ୭୭୬୪ ଅନ୍ତେବାସୀ ପ୍ରତି ୧୪.୯୬୧କେଜି କିଲୋପ୍ରତି ୧ ଟଙ୍କା
SSEPD ଚାଉଳ ୪୩୧ ଅନ୍ତେବାସୀ ପ୍ରତି ୧୫ କେଜି କିଲୋପ୍ରତି ୫.୬୫ ଟଙ୍କା
W& C. D ଚାଉଳ ୨୨୦ ଅନ୍ତେବାସୀ ପ୍ରତି ୮.୫ କେଜି କିଲୋପ୍ରତି ୫.୬୫ ଟଙ୍କା
SME ଚାଉଳ ୧୩୦୦ ଅନ୍ତେବାସୀ ପ୍ରତି ୧୫ କେଜି କିଲୋପ୍ରତି ୧ ଟଙ୍କା

ଏହି ଯୋଜନା ଗୁଡିକ OSCSC ଦ୍ଵାରା ପରିଚାଳିତ ହେଉଛି ଯାହାକୁ ରାଜ୍ୟ ସରକାର ସରକାରୀ ସହାୟତା କରନ୍ତି । ବିଭାଗୀୟ ସଂରକ୍ଷଣ ବ୍ୟବସ୍ଥା ପରିଚାଳନା ପାଇଁ H&T Contractor (Level-II) ମାନେ ସାଧାରଣ ବିତରଣ ବ୍ୟବସ୍ଥା ର ସାମଗ୍ରୀ ଗୁଡିକୁ RRC-cum-DSC ରୁ ପ୍ରତି ମାସ ସେମାନଙ୍କୁ ସଂଲଗ୍ନ କରାଯାଇଥିବା ଅଂଶର ପରିମାଣ ର ସାମଗ୍ରୀ ର ପରିବହନ କରି ଉଚିତ ଦର ଦୋକାନଗୁଡିକୁ ପହଞ୍ଚାଇଥାନ୍ତି ଯାହାଫଳରେ ପ୍ରତ୍ଯେକ ଘର କୁ ଠିକ ହିସାବରେ ହିତାଧିକାରୀ କୁ ବଣ୍ଟନ କରାହେବ ।

ବ୍ଲକୱାରି ରାସନ କାର୍ଡ ବିତରଣ

୩୦.୦୪.୨୦୧୮ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ରେ ବିତରଣ କରାଯାଇଥିବା ରାସନ କାର୍ଡ ର ବିବରଣୀ
କ୍ରମିକ ନଂ ବ୍ଲକ/ ପୌରାଞ୍ଚଳ AAY କାର୍ଡ ସଂଖ୍ୟା PHH କାର୍ଡ ସଂଖ୍ୟା ସମୁଦାୟ AAYଓ PHH କାର୍ଡ ସଂଖ୍ୟା AP କାର୍ଡ ସଂଖ୍ୟା ବ୍ୟବହୃତ ହେଉଥିବା ର।ସନ କାର୍ଡ ସଂଖ୍ୟା
1 ଆଗଲପୁର 2969 21273 24242 122 24364
2 ବଙ୍ଗୋମୁଣ୍ଡା 4460 24724 29184 148 29332
3 ବେଲପଡା 3779 26937 30716 207 30923
4 ବଲାଙ୍ଗିର 2886 20709 23595 144 23739
5 ବଲାଙ୍ଗିର ମୁନିସିପାଲଟି 1613 13289 14902 178 15080
6 ଦେଓଗାଁ 3086 19863 22949 130 23079
7 ଗୁଡଭେଳା 1835 10519 12354 99 12453
8 ଏନଏସି କଣ୍ଟାବାଞ୍ଜି 464 2998 3462 45 3507
9 ଖପ୍ରାଖୋଳ 3917 24688 28605 176 28781
10 ଲୋଇସିଂହ। 2867 20233 23100 125 23225
11 ମୁରିବାହଲ 4328 25094 29422 175 29597
12 ପାଟଣାଗଡ 4533 29653 34186 248 34434
13 ଏନଏସି ପାଟଣାଗଡ 442 2690 3132 41 3173
14 ପୁଇନ୍ତଳା 2808 22365 25173 132 25305
15 ସଇଁତଳା 3385 23859 27244 149 27393
16 ଟିଟିଲାଗଡ 4718 24739 29457 171 29628
17 ଟିଟିଲାଗଡ ମୁନିସିପାଲଟି 461 4371 4832 61 4893
18 ତୁରେକେଲ।  3872 19124 22996 162 23158
19 ଏନଏସି ତୁସୁରା  390 1605 1995 0 1995
ସମୁଦାୟ 52813 338733 391546 2513 394059

ଉଚିତ ଦର ଦୋକାନ

ଜିଲ୍ଲା ର ସମସ୍ତ ସାଧାରଣ ବିତରଣ ବ୍ୟବସ୍ଥାର ଖୁଚୂରା ଉଚିତ ଦର ଦୋକାନ ଗୁଡିକ ସରକାରଙ୍କ ୱେବସାଇଟ www.foododisha.in ରେ ପଞ୍ଜୀକୃତ ହୋଇଛନ୍ତି । ଏହି ୱେବସାଇଟ ମାଧ୍ୟମ ରେ ସମସ୍ତ ବିତରଣ ବ୍ୟବସ୍ଥା ର ନେଣଦେଣ ପ୍ରତ୍ଯେହ ଲିପିବଦ୍ଧ କରାଯାଏ । ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳ ରେଥିବା ସାଧାରଣ ବିତରଣ ବ୍ୟବସ୍ଥାର ଖୁଚୂରା ଉଚିତ ଦର ଦୋକାନ ଗୁଡିକ ର ବିବରଣୀ :

ଉଚିତ ଦର ଦୋକାନ ଗୁଡିକ ର ବିବରଣୀ
କ୍ରମିକ ନଂ ଉପଖଣ୍ଡ ର ନାମ ଗ୍ରାମ ପଞ୍ଚାୟତ ସ୍ତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବେସରକାରୀ ଓ ଅନନ୍ୟ Co op MFPS ସମୁଦାୟ
ବଲାଙ୍ଗିର ୧୧୭ ୪୦ ୩୦୮ ୪୬୬
ପାଟଣାଗଡ ୬୬ ୧୫ ୨୪୧ ୩୨୩
ଟିଟିଲାଗଡ ୧୦୧ ୬୪ ୨୮୯ ୪୬୩
ସମୁଦାୟ ୨୮୪ ୧୧୯ ୮୪୭ ୧୨୫୨

ବ୍ଲକୱାରି ଭଣ୍ଡାର ଡିପୋ (RRC-cum-DSC)

ଏପ୍ରିଲ ୨୦୧୨ ରୁ ବଲାଙ୍ଗିର ଜିଲ୍ଲା ରେ ବେସରକାରୀ ଭଣ୍ଡାର ଗୁଡିକୁ ବନ୍ଦ କରି ବିଭାଗୀୟ ଭଣ୍ଡାର ଗୃହ ଗୁଡିକ ବ୍ୟବହାର କରାଯାଉଛି , ଜିଲ୍ଲାରେ ୯ ଟି ଚାଉଳ ସଂଗ୍ରହଣ ତଥା ବିଭାଗୀୟ ଭଣ୍ଡାର ଗୃହ ଚଳୁଛି ଯାହାର ତାଲିକା ନିମ୍ନରେ ଦିଆଗଲା ।

ବ୍ଲକୱାରି ଭଣ୍ଡାର ଡିପୋ
କ୍ରମିକ ନଂ ବ୍ଲକ/ ପୌରାଞ୍ଚଳ RRC-cum-DSC ସ୍ଥାନ ମାଲିକାନା କ୍ଷମତା (ମେଟ୍ରିକ ଟନ)
ବଲାଙ୍ଗିର RRC-cum-DSC ମାଧିଆପାଲି CWC ୧୦୦୦୦
ଆଗଲପୁର
ଲୋଇସିଂହ।
ବଲାଙ୍ଗିର ମୁନିସିପାଲଟି
ପୁଇନ୍ତଳା RRC-cum-DSC ମଳମୁଣ୍ଡା OSWC ୫୦୦୦
ଗୁଡଭେଳା
ଏନଏସି ତୁସୁରା
ଦେଓଗାଁ
ଟିଟିଲାଗଡ RRC-cum-DSC ଚାର ଭଟ। OSWC ୧୦୦୦୦
୧୦ ଟିଟିଲାଗଡ ମୁନିସିପାଲଟି
୧୧ ମୁରିବାହଲ
୧୨ ସଇଁତଳା
୧୩ ବଙ୍ଗୋମୁଣ୍ଡା RRC-cum-DSC କଣ୍ଟାବାଞ୍ଜି ବେସରକାରୀ ୧୦୦୦
୧୪ ତୁରେକେଲ।
୧୫ ଏନଏସି କଣ୍ଟାବାଞ୍ଜି
୧୬ ଖପ୍ରାଖୋଳ RRC-cum-DSC ଯୋଗୀମୁଣ୍ଡା ବେସରକାରୀ ୨୦୦୦
୧୭ ପାଟଣାଗଡ
୧୮ ଏନଏସି ପାଟଣାଗଡ
୧୯ ବେଲପଡା

ସଫଳତା

ଫେବ୍ରୁୟାରୀ ୨୦୧୩ ରୁ କିଲୋ ପ୍ରତି ୧ ଟଙ୍କା ଦରରେ ବଲାଙ୍ଗିର ଜିଲ୍ଲା ର ଉପଭୋକ୍ତା ମାନଙ୍କୁ ଠିକ ହିସାବରେ ଚାଉଳ ପ୍ରଦାନ କରାଯାଉଛି । ଏହା ଛଡା ଖରିଫ ଋତୁ ରେ ଧାନ ସଂଗ୍ରହଣ ରେ ମଧ୍ୟ ଜିଲ୍ଲା ରାଜ୍ୟ ଦେଇଥିବା ଲକ୍ଷ୍ୟ ହାସଲ କରୁଛି ।

ଯୋଜନା
ଯୋଜନା ହିତାଧିକାରୀଙ୍କ ସଂଖ୍ୟା କାର୍ଡ ପ୍ରତି/ଜଣ ପ୍ରତି ମାସିକ ପ୍ରାପ୍ୟ ଖାଉଟି ମୂଲ୍ୟ
AAY ଚାଉଳ ୫୨୮୧୩ କାର୍ଡ ପ୍ରତି ୩୫କେଜି କିଲୋପ୍ରତି ୧ ଟଙ୍କା
PHH ଚାଉଳ ୩୩୮୭୩୩ ଜଣ ପ୍ରତି ୫ କେଜି କିଲୋପ୍ରତି ୧ ଟଙ୍କା
ଅର୍ନପୂର୍ଣ। ଚାଉଳ ୨୫୧୩ କାର୍ଡ ପ୍ରତି ୧୦ କେଜି ବିନ। ମୂଲ୍ଯରେ
ଏସସି/ଏସଟି ଚାଉଳ ୭୭୬୪ ଅନ୍ତେବାସୀ ପ୍ରତି ୧୪.୯୬୧କେଜି କିଲୋପ୍ରତି ୧ ଟଙ୍କା
SSEPD ଚାଉଳ ୪୩୧ ଅନ୍ତେବାସୀ ପ୍ରତି ୧୫ କେଜି କିଲୋପ୍ରତି ୫.୬୫ ଟଙ୍କା
W& C. D ଚାଉଳ ୨୨୦ ଅନ୍ତେବାସୀ ପ୍ରତି ୮.୫ କେଜି କିଲୋପ୍ରତି ୫.୬୫ ଟଙ୍କା
SME ଚାଉଳ ୧୩୦୦ ଅନ୍ତେବାସୀ ପ୍ରତି ୧୫ କେଜି କିଲୋପ୍ରତି ୧ ଟଙ୍କା
କିରୋସିନୀ ତେଲ ୧୩୩୦୨୦୦ ଜଣ ପିଛା ୦.୬୪୦ ଲି ୧୮.୦୪ ରୁ ୧୮.୬୬

ଅଭିଯୋଗ

ପ୍ରତ୍ଯେକ ସୋମବାର ଦିନ ଜିଲ୍ଲାପାଳ ବଲାଙ୍ଗିର ଙ୍କ ଅଧ୍ୟକ୍ଷତା ରେ ହେଉଥିବା ଜନ ଅଭିଯୋଗ ସୁଶାଣି ରେ ବିଭାଗର ଭରପ୍ରାପ୍ତ ଅଧିକାରୀ ଗୁଡିକ ଉପସ୍ଥିତ ରହି ଲୋକ ମାନଙ୍କର ଅଭିଯୋଗର ପ୍ରତିକାର କରିଥାନ୍ତି ।

ଖବର ପ୍ରସାରଣ

ସାମ୍ବାଦିକ ସମ୍ମିଳନୀ

ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ସାଧାରଣ ବିତରଣ ବ୍ୟବସ୍ଥା ତଥା ଧାନ ସଂଗ୍ରହଣ ବିଷୟରେ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ବିଭିନ୍ନ ସମୟରେ ସୁଚିତ କରାଯାଉଛି ।
ଜିଲ୍ଲାସ୍ଥରୀୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକୁ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସର୍ବ ସାଧାରଣ ଙ୍କ ଅବଗତି କରାଯାଉଛି ।

ଠିକଣା

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ବଲାଙ୍ଗିର
ଜିଲ୍ଲାପାଳଙ୍କ କିଲଟରି ପରିସର
ନି/ପୋଷ୍ଟ – ବଲାଙ୍ଗିର -୭୬୭୦୦୧
ଫୋନ – ୦୬୬୫୨ ୨୩୪୬୭୨
ଇମେଲ-cso-bol[at]nic.in