ଜିଲ୍ଲାର ଭ୍ରମଣ କାର୍ଯ୍ୟକ୍ରମ
ବଲାଙ୍ଗିର ଜିଲ୍ଲାର ଭ୍ରମଣ କାର୍ଯ୍ୟକ୍ରମ
ପ୍ରଥମ ଦିନ
ସମୟ – ୦୭.୩୦ଏମ to ୦୬.୦୦ପିମ ପୁରୁଣା ବଲାଙ୍ଗିର
ମା ପାଟନେଶ୍ଵରୀ ମନ୍ଦିର, ହରିଶଙ୍କର ମନ୍ଦିର, ଜଳ ମହାଦେବ ମନ୍ଦିର, ନୃସିଂହନାଥ ମନ୍ଦିର ।
ଦ୍ୟୁତିୟ ଦିନ
ସମୟ – ୦୮.୦୦ଏମ to ୦୬.୦୦ପିମ ପୁରୁଣା ବଲାଙ୍ଗିର
ଭୀମ ଡୁଙ୍ଗରୀ, ଯୋଗୀଶର୍ଡା ମନ୍ଦିର, ଗାଇଖାଇ ମଆଇପି , ମା ଦୂର୍ଗା ମନ୍ଦିର, ଶ୍ରୀ ରାମ ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର, ମା ସମଲେଇ ମନ୍ଦିର ଏବଂ ବଲାଙ୍ଗିର ସହରରେ କିଣାବିକା ।
ତୃତୀୟ ଦିନ
ସମୟ- ୦୭.୦୦ଏମ ପୁରୁଣା ବଲାଙ୍ଗିର
ସଇଁତଳା ଚଣ୍ଡୀ ମନ୍ଦିର, ରାନୀପୁର-ଝରିଆଲ, କୁମୁଡ ପାହାଡ ଏବଂ ଟିଟିଲାଗଡ ରେଳ ସ୍ଟେଶନ ରୁ ପ୍ରସ୍ଥାନ ।