ଜିଲ୍ଲା ସମ୍ବନ୍ଧ ରେ

୧୯୪୯ ମସିହା ନଭେମ୍ବର ପହିଲାରେ ବଲାଙ୍ଗିର ସହରରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ।ଳୟ ପ୍ରତିଷ୍ଠା କରି ଏହାକୁ ଜିଲ୍ଲା ରୂପରେ ଘୋଷଣା କରାଗଲା । ଏହି ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଅନେକ ଝରଣା ଏହି ପର୍ବତରୁ ଝରିଆସୁଛି । ବଳରାମଗଡ ଥିଲା ବଲାଙ୍ଗିର ସହରର ପୁରାତନ ନାମ । ଷୋଡଶ ଶତାବ୍ଦୀ ରେ ସମ୍ବଲପୁର ସାମ୍ରାଜ୍ୟର ପ୍ରତିଷ୍ଠାତ। ତଥା ଚୌହାନ ବଂଶର ଉନ୍ନବିଂଶତମ ରାଜା ଶ୍ରୀ ବଳରାମ ଦେଓ ବଳରାମଗଡ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ ଏବଂ ସେହି ଦୁର୍ଗ ର ନାମାନୁସାରେ ବଲାଙ୍ଗିର ଜିଲ୍ଲା ନାମିତ ହୋଇଛି ।

ଅଧିକ ଦେଖନ୍ତୁ

  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ
Collector and DM Balangir
ଜିଲ୍ଲାପାଳ ଓ ଡିଷ୍ଟିକ୍ ମାଜିଷ୍ଚ୍ରେଟ୍, ବଲାଙ୍ଗିର ଶ୍ରୀ ଅରିନ୍ଦମ ଡକୁଆ, ଭା. ପ୍ର. ସେ

ଫଟୋ ଗାଲେରୀ